Latest Odisha News

BREAKING NEWS

ଦି କଶ୍ମୀର ଫାଇଲ୍ସ ପାଇଁ ଗୀତ ଗାଇବାକୁ ରାଜି ହୋଇ ଯାଇଥିଲେ ଲତା ମଙ୍ଗେସକର !

ମୁମ୍ବାଇ: ଅନୁପମ ଖେର ଅଭିନୀତ ଓ ବିବେକ ରଂଜନ ଅଗ୍ନିହୋତ୍ରୀ ନିର୍ଦ୍ଦେଶିତ ଦି କଶ୍ମୀର ଫାଇଲ୍ସ ଭାରତୀୟ ଫିଲ୍ମ ଇତିହାସରେ ସଫଳତାର ନୂତନ ଅଧ୍ୟାୟ ଯୋଡିଛି । ନିକଟରେ ଏକ ସାକ୍ଷାତକାରରେ ବିବେକ କହିଛନ୍ତି ଏହି ଫିଲ୍ମର ଏକ ଗୀତ ପାଇଁ ସେ ମହାନ ଗାୟିକା ଲତା ମଙ୍ଗେସରକରଙ୍କ ସହ ଯୋଗାଯୋଗ କରିଥିଲେ ବୋଲି କହିଛନ୍ତି । କରୋନା ମହାମାରୀ ପରେ ସେ ଗୀତ ରେକର୍ଡିଂ କରିବା ବୋଲି କହିଥିଲେ ।

ଏହାର ମୁଖ୍ୟ କାରଣ ଥିଲା ଲତା ଦିଦି ପଲ୍ଲବୀ ଯୋଶୀଙ୍କ ଅତି ନିକଟତର ଥିଲେମାତ୍ର ଏହା ଆମ ପାଇଁ ସ୍ୱପ୍ନ ହୋଇ ରହି ଯାଇଥିଲା । କ୍ରମାଗତ ଅସୁସ୍ଥତାରେ ରହୁଥିବା ଲତା ଦିଦି ଶେଷରେ ଫେବୃୟାରୀ ୬ରେ ଆର ପାରିକୁ ଚାଲି ଯାଇଥିଲେ ।

Leave A Reply

Your email address will not be published.