ନୂଆଦିଲ୍ଲୀ: ଗତ କିଛିଦିନ ହେବ ସୁନାରୁପା ଦର କ୍ରମାଗତ ଭାବେ ହ୍ରାସ ପାଉଥିବା ବେଳେ, ମଙ୍ଗଳବାର ଏଥିରେ ସାମାନ୍ୟ ବୃଦ୍ଧି ଘଟିଥିବା ପାରିଲିଖିତ ହୋଇଛି । ସୁନାମୂଲ୍ୟ ପ୍ରତି ୧୦ ଗ୍ରାମରେ(୨୪ କ୍ୟାରେଟ) ୧୪୯ ଟଙ୍କା ବୃଦ୍ଧି ହୋଇ ୩୭,୮୪୦ ଟଙ୍କାରେ ପହଞ୍ଚିଛି । ତେବେ ଖାଲି ସୁନା ନୁହେଁ ରୂପାରବି ମୂଲ୍ୟ ବୃଦ୍ଧି ହୋଇଛି ।
ରୂପା ପ୍ରତି କେଜି ୪୭ ହଜାର ୨୯୮ ଟଙ୍କାରେ ପହଞ୍ଚିଛି ।
ଆଗକୁ ଦୁର୍ଗାପୂଜା, ଦିପାବଳୀ ଓ ଧନତେରସ ରହିଥିବାରୁ, ସୁନାରୁପା ଦର କିଛିମାତ୍ରାରେ ହ୍ରାସ ହେବା ନେଇ ଆକଳନ କରାଯାଉଛି ।
Comments are closed.