Latest Odisha News

BREAKING NEWS

Browsing Tag

gold rate

ପୁଣି ଖସିଲା ସୁନା ଦର 

ନୂଆଦିଲ୍ଲୀ: ଷ୍ଟକ ବଜାର ଯେଉଁ ହାରରେ ଆଗକୁ ବଢ଼ିଛି ସୁନା ସେହି ଅନୁସାରେ ଶସ୍ତା ହେବାରେ ଲାଗିଛି । ସୁନାର ୧୦ ଗ୍ରାମ ପିଛା ଦାମ ୪୭ ହଜାର ଟଙ୍କାରୁ କମ ହୋଇଛି । ମୂଲ୍ୟବାନ ଧାତୁ କାରବାର ହେଉଥିବା ବଜାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ ସୁନା ଦାମ ୧୪୧ ଟଙ୍କା ହ୍ରାସ ପାଇ ୪୬,୮୫୬ ଟଙ୍କା ହୋଇଛି…

୫୫୦୦ ଟଙ୍କା ଶସ୍ତା ହେଲା ସୁନା: ୧୦ ଗ୍ରାମର ମୂଲ୍ୟ ମାତ୍ର ଏତିକି ଟଙ୍କା

ନୂଆଦିଲ୍ଲୀ: ଏହି ସପ୍ତାହରେ ସୁନା ଦର ଯଥେଷ୍ଟ ହ୍ରାସ ପାଇଛି। ଗତ ୩ ଦିନ ମଧ୍ୟରେ ୧୦ ଗ୍ରାମ ପ୍ରତି ସୁନା ପ୍ରାୟ ୮୦୦ ଟଙ୍କା ହ୍ରାସ ପାଇଛି। ଅନ୍ୟପକ୍ଷରେ, ଯଦି ଆମେ ଗତ ୧ ମାସର ତଥ୍ୟକୁ ଦେଖିବା ତେବେ ସୁନା ମୂଲ୍ୟ ପ୍ରାୟ ୫୫୦୦ ଟଙ୍କା ହ୍ରାସ ପାଇଛି। ମୂଲ୍ୟ ହ୍ରାସ ସତ୍ତ୍ବେ ଡିଲରମାନେ…

ସୁନା ଦରରେ ହେଲା ପରିବର୍ତ୍ତନ: ଜାଣନ୍ତୁ, କ’ଣ ରହିଛି ମୂଲ୍ୟ !

ମୁମ୍ବାଇ: ସୁନା ଦର ଗତ ଦୁଇଦିନ ଧରି ଲଗାତର ହ୍ରାସ ପାଇ ଚାଲିଥିଲା । ଏବେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଘଟି ବୃଦ୍ଧି ପାଇଛି ବଜାର ଦର । ଭାରତରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧୦୦ ଟଙ୍କା ବୃଦ୍ଧି ପାଇ ୪୭,୦୦୦ ରୁ ୪୭,୧୦୦ ହୋଇଛି । ସେହିପରି ଭାବେ ୨୨ କ୍ୟାରେଟ୍ ସୁନାର…

ପୁଣି ବୃଦ୍ଧି ହେଲା ସୁନାଦର, ଜାଣନ୍ତୁ କେତେ ରହିଛି ବଜାର ମୂଲ୍ୟ

ନୂଆଦିଲ୍ଲୀ: ଗତ କିଛିଦିନ ହେବ ସୁନାରୁପା ଦର କ୍ରମାଗତ ଭାବେ ହ୍ରାସ ପାଉଥିବା ବେଳେ, ମଙ୍ଗଳବାର ଏଥିରେ ସାମାନ୍ୟ ବୃଦ୍ଧି ଘଟିଥିବା ପାରିଲିଖିତ ହୋଇଛି । ସୁନାମୂଲ୍ୟ ପ୍ରତି ୧୦ ଗ୍ରାମରେ(୨୪ କ୍ୟାରେଟ) ୧୪୯ ଟଙ୍କା ବୃଦ୍ଧି ହୋଇ ୩୭,୮୪୦ ଟଙ୍କାରେ ପହଞ୍ଚିଛି । ତେବେ ଖାଲି ସୁନା ନୁହେଁ…

କ୍ରମଶଃ ବୃଦ୍ଧି ପାଉଛି ସୁନାଦର, ଗୋଟିଏ ସପ୍ତାହରେ ଛୁଇଁଲା ୪୦ ହଜାର

ନୂଆଦିଲ୍ଲୀ: ସୁନାଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । କିଛିଦିନ ମଧ୍ୟରେ ଏହି ଦର ପ୍ରାୟ ୨୫ ପ୍ରତିଶତ ବୃଦ୍ଧି ପାଇ ମଙ୍ଗଳବାର ଦିନ ଏହା ୧୦ ଗ୍ରାମ ପ୍ରତି ୩୯,୭୭୦ ଟଙ୍କାରେ ପହଂଚିଛି । ସେହିପରି ରୁପା ଦର ମଧ୍ୟ ବୃଦ୍ଧି ପାଇ କିଲୋଗ୍ରାମ ପ୍ରତି ୪୫,୧୪୮ ଟଙ୍କାରେ ପହଂଚିଛି ।…

ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ, ୩୯ହଜାର ଛୁଇଁଲା ସୁନା

ମୁମ୍ବାଇ: ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୮ ମାସର ସର୍ବନିମ୍ନ ସ୍ତର ଛୁଇଁଥିବା ବେଳେ ସେନ୍‌ସେକ୍ସ ୫୮୭ ପଏଣ୍ଟ ହ୍ରାସ ପାଇଥିଲା। ମିଳିଥିବା ସୂଚନା ଅନୁସାରେ, ଚାଇନା ମୁଦ୍ରା ୟୁଆନ ମୂଲ୍ୟ ହ୍ରାସ ପାଇବା ସହ ବିଶ୍ୱ ବଜାରରେ ମାନ୍ଦାବସ୍ଥାର ସଙ୍କେତ କାରଣରୁ ଦେଶର ମୁଦ୍ରା ବଜାରରେ ଡଲାର…

ଆକାଶ ଛୁଇଁଲା ସୁନା ଦର, ଟପିଲା ୩୮ ହଜାର

ନୂଆଦିଲ୍ଲୀ: ପୁଣି ବଢ଼ିଲା ସୁନାଦର । ବୁଧବାର ସୁନା ଦର ୧୦ ଗ୍ରାମକୁ ୬୦ ଟଙ୍କା ବଢି ୩୮,୮୩୦ ଟଙ୍କାରେ ପହଞ୍ଚିଛି । ଅଲ୍‌ ଇଣ୍ଡିଆ ସର୍‌ଫା ଆସୋସିଏସନ ପକ୍ଷରୁ ଏହି ସୂଚନା ମିଳିଛି । ପୂର୍ବରୁ ସୁନା ଦର ୩୮,୭୭୦ ଟଙ୍କା ରହିଥିଲା। କେବଳ ସୁନା ନୁହେଁ ରୁପା ଦରରେ ମଧ୍ୟ ବୃଦ୍ଧି ଘଟିଛି।…

ରେକର୍ଡ଼ ଭାଙ୍ଗିଲା ସୁନାର ଦର, ଗୋଟିଏ ଦିନରେ ବଢ଼ିଲା ୧୦୦୦ ଟଙ୍କା

ଭୁବନେଶ୍ୱର: ଲଗାତାର ଭାବେ ବଢ଼ି ଚାଲିଛି ସୁନା ଦର। ଭାରତୀୟ ବଜାରରେ ଗୁରୁବାର ଦିନ ସୁନା ଦର ସବୁ ରେକର୍ଡ ଭାଙ୍ଗି ପହଞ୍ଚିଛି ୩୮ ହଜାରରେ । ଏକ ସପ୍ତାହ ଧରି ସୁନା ଦର ବଢ଼ିବାରେ ଲାଗିଥିଲା । ଆଜି ମୁମ୍ବାଇ ବଜାରରେ ସୁନା ଦର ୧୦ ଗ୍ରାମ ପ୍ରତି ୩୮ ହଜାରରୁ ଅଧିକ ଥିବା ବେଳେ ପାଖାପାଖି…