Latest Odisha News

BREAKING NEWS

ସୁନା ଚୋରି ଘଟଣାର ପର୍ଦ୍ଦଫାଶ: ଦୁଇ ଅଭିଯୁକ୍ତ ଗିରଫ

ରାୟଗଡା : ଗୁଣୁପୁର ପୁଲିସର ବଡ଼ସଫଳତା। ସୁନା ଚୋରି ଘଟଣାର ପର୍ଦ୍ଦଫାଶ କରିଛି ପୁଲିସ। ଘଟଣାସ୍ଥଳରୁ ପ୍ରାୟ ୧କେଜି ୪ଶହ ଗ୍ରାମ ସୁନା ଜବତ କରିବା ସହିତ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଦୁଇ ଅଭିଯୁକ୍ତ ଯାଜପୁରର ଅଜର୍୍ୁନ ପ୍ରଧାନ ଓ ଭଞ୍ଜନଗରର ତରୁଣ ଦାସ ବୋଲି ଜଣାପଡ଼ିଛି। ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ ଆଜି କୋର୍ଟ ଚାଲାଣ କରାଯିବ।

Leave A Reply

Your email address will not be published.