ନୂଆଦିଲ୍ଲୀ: ସାରା ଦେଶରେ ୭୩ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ଏହି ଅବସରରେ ଦୁନିଆର ସବୁଠାରୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜନ ଗୁଗୁଲ ଆଜି ଏକ ଡୁଡୁଲ ତିଆରି କରିଛି ।
ଏଥିସହିତ ଗୁଗୁଲ ପକ୍ଷରୁ ଜାରି ଏହି ଡୁଡୁଲକୁ ଶୈବାଲିନୀ କୁମାର ପ୍ରସ୍ତୁତ କରିଛନ୍ତି । ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖରେ ରାକ୍ଷୀ ପୂର୍ଣ୍ଣିମା ପଡିଛି, ଏହା ଏକ ବିରଳ ସଂଯୋଗ ହୋଇଥିଲାବେଳେ ଏଭଳି ଦୁଇଟି ପର୍ବ ଏକାସଙ୍ଗରେ ପଡୁଛି ।
ଉଲ୍ଲେଖଯୋଗ୍ୟ ଏହି ସର୍ଚ୍ଚ ଇଞ୍ଜିନ ଗୁଗୁଲର ନିର୍ମାଣ ଲେରୀ ପେଜ ଓ ସର୍ଜି ବିନ ନାମକ ଦୁଇଜଣ ଛାତ୍ର କରିଥିଲେ । ଗୁଗୁଲ ବ୍ୟତିତ ଅନେକ ସର୍ଚ୍ଚ ଇଞ୍ଜନ ଥିବାବେଳେ ଇଣ୍ଟରନେଟ ବ୍ୟବହାରକାରୀ ଗୁଗୁଲକୁ ସର୍ବାଧିକ ବ୍ୟବହାର କରିଥାନ୍ତି ।
Comments are closed.