Latest Odisha News
Browsing Tag

Google

ଅନ୍ୟକୁ ଚାକରି ଦେବାବେଳେ ନିଜ ଚାକିରି ହରାଇଲେ ଗୁଗୁଲ୍ ସିଇଓ

 କାହା ଭାଗ୍ୟ କେତେବେଳେ, କେମିତି ବଦଳିଯିବ, ତାହା କେହି କହି ପାରିବେ ନାହିଁ । ନିକଟରେ ଗୁଗୁଲ୍ ୧୨,୦୦୦ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଥିଲାଯ । କମ୍ପାନୀର ହଠାତ୍ ଏପରି ନିଷ୍ପତ୍ତି ସମସ୍ତ କର୍ମଚାରୀମାନଙ୍କୁ ପ୍ରଭାବିତ କରିଥିଲା ​​| ହେଲେ ଅନ୍ୟକୁ ଚାକରି ଦେବାବେଳେ ଯେ ନିଜ ଚାକିରି…

ଖୁବ ଶୀଘ୍ର ବନ୍ଦ ହୋଇଯିବ ଗୁଗୁଲର ଏହି ସେବା

ନୂଆଦିଲ୍ଲୀ: ଗୁଗୁଲ ଗତ ସପ୍ତାହରେ ଘୋଷଣା କରିଥିଲା ଯେ, କମ୍ପାନୀ ତାର କ୍ଲାଉଡ ବେସ୍‌ଡ ଗେମ ଷ୍ଟ୍ରିମିଂ ସର୍ବିସ ଗୁଗୁଲ ଷ୍ଟେଡ଼ିଆକୁ ବନ୍ଦ କରିବାକୁ ଯାଉଛି । ଗୁଗୁଲ ସେତେବେଳେ ସ୍ପଷ୍ଟ କରି ଦେଇଥିଲା ଯେ, ଜାନୁଆରୀ ୧୮ , ୨୦୨୩ ରେ ଷ୍ଟେଡିଆର ସର୍ଭର ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେବ । ନୂଆ…

ଗୁଗୁଲ CEO ସୁନ୍ଦର ପିଚାଇଙ୍କୁ ପଦ୍ମ ଭୂଷଣ ସମ୍ମାନ

ନୂଆଦିଲ୍ଲୀ: ଗୁଗୁଲର CEO ସୁନ୍ଦର ପିଚାଇଙ୍କୁ ପଦ୍ମ ଭୂଷଣ । ଭାରତର ସବୁଠାରୁ ବଡ ତୃତୀୟ ନାଗରିକ ସମ୍ମାନ  ପଦ୍ମ ଭୂଷଣରେ ସମ୍ମାନିତ ହୋଇଛନ୍ତି  ସୁନ୍ଦର ପିଚାଇ  । ଆମେରିକୀ ନାଗରିକ ତଥା ତାମିଲନାଡୁ ମଦୁରାଇରେ ଜନ୍ମିତ ସୁନ୍ଦର ପିଚାଇଙ୍କୁ  ବ୍ୟାବସାୟିକ ଏବଂ ଉଦ୍ୟୋଗିକ କ୍ଷେତ୍ରର ସଫଳତା…

ଟ୍ୱିଟର, ଆମାଜନ, ମେଟା ପରେ ଗୁଗୁଲର ପାଳି; ବିଦା ହେବେ ୧୦ ହଜାର କର୍ମଚାରୀ

ଗୋଟିଏ ପରେ ଗୋଟିଏ ବଡ ବଡ କମ୍ପାନୀ ତାର କର୍ମଚାରୀ ମାନଙ୍କୁ ବହାର କରିବାରେ ଲାଗିଛି । ଏବଂ ସେହି ତାଲିକାରେ ଏବେ ଗୁଗୁଲ ମଧ୍ୟ ସାମିଲ ହେବାକୁ ଯାଉଛି । ଗୁଗୁଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ ତାର ୧୦ ହଜାର କର୍ମଚାରୀଙ୍କୁ ବାହାର କରିବା ପାଇଁ ପ୍ରସ୍ତୁତି କରୁଛି । ଟ୍ୱିଟର, ମେଟା, ଆମାଜନ…

ପ୍ଲେ ଷ୍ଟୋରରେ ଉପଲବ୍ଧ ବେଆଇନ୍ ଲୋନ୍ ଆପ ହଟାଇବାକୁ ଗୁଗୁଲକୁ EOWର ଚିଠି

ଭୁବନେଶ୍ୱର: ପ୍ଲେ ଷ୍ଟୋରରେ ଥିବା ବିଭିନ୍ନ ବେଆଇନ୍ ଲୋନ୍ ଆପକୁ ନେଇ ଇଓଡବ୍ଲୁ ଖୋଳତାଡ଼ ଆରମ୍ଭ କରିଛି । ଏନେଇ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ପକ୍ଷରୁ ଗୁଗୁଲକୁ ଚିଠି ଲେଖାଯାଇଛି । ଯେଉଁଥିରେ କୋକୋ ଲୋନ୍, ଜୋଜୋ ଲୋନ୍ ଭଳି ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ୪୫ଟି ବେଆଇନ୍ ଲୋନ୍ ଆପ୍ ବିଷୟରେ ତଥ୍ୟ…

ଟିକା ନେଇ ନଥିଲେ ଦରମା କାଟ୍‌ ସହ ଚାକିରିରୁ ବହିଷ୍କାର କରିବ ଗୁଗୁଲ୍‌

ନୂଆଦିଲ୍ଲୀ: ମହାମାରୀରୁ ସୁରକ୍ଷା ପାଇବା ପାଇଁ ନିଜ କର୍ମଚାରୀଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛି ଗୁଗୁଲ। ଆଲଫାବେଟ୍ Inc ର ଗୁଗୁଲ୍ କର୍ମଚାରୀମାନଙ୍କୁ ଚେତାବନୀ ଦେଇଛି ଯେ ସେମାନେ କୋଭିଡ୍-୧୯ ଟିକାକରଣ ନିୟମ ପାଳନ ନକଲେ ସେମାନଙ୍କୁ ଦରମା ଦିଆଯିବ ନାହିଁ ଏବଂ ଚାକିରିରୁ ବହିଷ୍କାର…

ଗୁଗୁଲ୍‌ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କର୍ଣ୍ଣାଟକ ସରକାର

ନୂଆଦିଲ୍ଲୀ: ଗୁଗୁଲ୍‌ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କର୍ଣ୍ଣାଟକ ସରକାର। ତେବେ ଗୁରୁବାର କର୍ଣ୍ଣାଟକ ସରକାର କହିଛନ୍ତି ଯେ ଗୁଗୁଲ୍‌ ସର୍ଚ୍ଚ ବେଳେ କନ୍ନଡକୁ ଭାରତର ସବୁଠାରୁ ଖରାପ ଭାଷା ଭାବରେ ଦର୍ଶାଇବା ପରେ ଗୁଗୁଲ୍‌ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।…

ଗୁଗୁଲ୍‌ ବିରୋଧରେ ମାମଲା ରୁଜୁ କଲେ ଆମେରିକା ସରକାର

ୱାଶିଂଟନ୍: ଆମେରିକା ସରକାର ଗୁଗୁଲ ବିରୋଧରେ ମକଦ୍ଦମା ଦାୟର କରିଛନ୍ତି। ନ୍ୟାୟ ବିଭାଗ ପକ୍ଷରୁ ଦାଖଲ ହୋଇଥିବା ଏହି ଅଭିଯୋଗରେ ଲୋକପ୍ରିୟ ଆଇଟି କମ୍ପାନୀ ଅନ୍‌ଲାଇନ୍‌ ପ୍ରତିଯୋଗିତା ମାଧ୍ୟମରେ ଗ୍ରାହକମାନଙ୍କ ସ୍ୱାର୍ଥକୁ କ୍ଷତି ପହଞ୍ଚାଇବା ପାଇଁ ଏହାର ପ୍ରାଧାନ୍ୟର ଅପବ୍ୟବହାର କରୁଥିବାର…

ଜାଣନ୍ତୁ, ସର୍ଚ୍ଚ ଇଞ୍ଜିନ ଗୁଗୁଲ ସମ୍ପର୍କରେ କିଛି ରୋଚକ କଥା

ଭୁବନେଶ୍ୱର: ଗୁଗୁଲ ହେଉଛି ଇଣ୍ଟରନେଟରେ ସର୍ବବୃହତ ସର୍ଚ୍ଚ ଇଞ୍ଜିନ । ଏହା ସର୍ଚ୍ଚିଙ୍ଗ ଛଡ଼ା ଅନ୍ୟ କାମ ମଧ୍ୟ କରେ । ଏଓଏଲ୍‌ ପରି ସର୍ଚ୍ଚ ଇଞ୍ଜିନ ଏହାର ସଫ୍ଟୱେର୍‌ ଓ ତଥ୍ୟାଧାର ବ୍ୟବହାର କରନ୍ତି । ତେଣୁ ଏହା ୱେବ୍‌ର ସର୍ବାଧିକ ବ୍ୟବହୃତ ସର୍ଚ୍ଚ ଇଞ୍ଜିନ । ପ୍ରତିଦିନ ପ୍ରାୟ ୨୨ କୋଟି…

ଗୁଗୁଲ ଭାଙ୍ଗିଦେବ କୋହଲିଙ୍କ ସଂସାର !

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା । ବ୍ୟାଣ୍ଡ୍ ବାଜା ବାରାତ୍‌, ପିକେ, ସୁଲତାନ, ସଂଜୁ, ସୁଇ ଢାଗାରେ ନିଜ ଅଭିନୟର ଯାଦୁ ଦେଖାଇ ଫ୍ୟାନମାନଙ୍କ ଅତି ପ୍ରିୟ ଅନୁଷ୍କା ଆଫଗାନ କ୍ରିକେଟର ରସିଦ ଖାନଙ୍କ ପତ୍ନୀ । ଏହା ଆମେ କହୁନୁ ଗୁଗୁଲ ବାବା କହୁଛନ୍ତି । ଆପଣ ଯଦି ଗୁଗୁଲରେ ରସିଦ ଖାନଙ୍କ…