Latest Odisha News

BREAKING NEWS

କରୋନା ଚିକିତ୍ସା ଓ ମୃତ୍ୟୁର ସହାୟତା ରାଶି ଉପରେ ଆୟକର ଛାଡ଼

ନୂଆଦିଲ୍ଲୀ: କରୋନା ଚିକିତ୍ସାରେ ମିଳିଥିବା ସହାୟତା ରାଶି ଉପରେ କୌଣସି ଟିକସ ଆଦାୟ ନକରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇ ଥିବା ପ୍ରକାଶ କରିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ଅନୁରାଗ ଠାକୁର।

BjdElectrycity

ଏପରି ପରିସ୍ଥିତିରେ ଯଦି କୌଣସି ନିଯୁକ୍ତିଦାତା କିମ୍ବା ଶୁଭେଚ୍ଛୁ କାହାକୁ କରୋନାର ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି, ତେବେ ସହାୟତା ଭାବରେ ପ୍ରାପ୍ତ ହୋଇଥିବା ସମସ୍ତ ରାଶି ଉପରେ ଟିକସ ଛାଡ କରାଯିବ।

ସେହିପରି ଯଦି ନିଯୁକ୍ତିଦାତା ବ୍ୟତୀତ ଅନ୍ୟ କେହି ଏହି ସହାୟତା ଦେଇଛନ୍ତି, ତେବେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ଛାଡ ହେବ। ଏହି ଛାଡ ୨୦୧୯-୨୦ ଆର୍ଥିକ ବର୍ଷ ଏବଂ ପରବର୍ତ୍ତୀ ବର୍ଷ ପାଇଁ ପ୍ରଯୁଜ୍ୟ ହେବ।

Leave A Reply

Your email address will not be published.