ନୂଆଦିଲ୍ଲୀ: ଆଜିଠୁ ଆପଲ୍, ସାମ୍ସଙ୍ଗ୍, ସାଓମି, ଓପୋ ଓ ପୋକୋ ଭଳି ଅନ୍ୟ ସ୍ମାର୍ଟଫୋନ୍ କମ୍ପାନୀ ନୂଆ ଲଂଚ ହୋଇଥିବା ଫୋନ୍ ସମେତ କିଛି ପୁରୁଣା ମଡେଲ୍ର ଦାମ ବଢାଇଛନ୍ତି ।
ମାର୍ଚ୍ଚ ୧୪ରେ GST କାଉନସିଲ୍ର ମିଟିଂ ପରେ ସ୍ମାର୍ଟଫୋନ୍ରେ ଜିଏସଟି ରେଟ୍ ବଢିବା ନେଇ ଘୋଷଣା ହୋଇଥିଲା । ପୂର୍ବରୁ ସ୍ମାର୍ଟଫୋନ୍ର GST ରେଟ୍ ୧୨ପ୍ରତିଶତ ଥିବାବେଳେ ସଂଶୋଧିତ ଦର ୧୮ ପ୍ରତିଶତକୁ ବୃଦ୍ଧି ପାଇଛି ।
ସାଓମି ଇଣ୍ଡିଆର ମନୁ ଜୈନ ସ୍ମାର୍ଟଫୋନର ଦର ବଢିଥିବା ନେଇ ଟୁଇଟ୍ ଜରିଆରେ ସ୍ପଷ୍ଟ କରିଛନ୍ତି ।
Mi fans, #GST on mobile phones has increased by 50% from 12% to 18%.
After much deliberation & in keeping with #Xiaomi policy of maintaining <5% margin on our hardware products,we will be increasing prices of our products.
New prices will be effective immediately. Thank you! ? pic.twitter.com/mdTqKdXm3r
— Manu Kumar Jain (@manukumarjain) March 31, 2020
Xiaomi- ଚାଇନିଜ ସ୍ମାର୍ଟଫୋନ କମ୍ପାନୀ କିଛି ମୋବାଇଲର ଦାମ ୨ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛି ।
SAMSUNG- ଭାରତରେ କିଛି ମଡେଲର ଦାମକୁ ୫୮୯୧ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛି ।
APPLE- ଭାରତରେ କିଛି ମଡେଲର ଦାମକୁ ୭୬୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛି ।POCO
Realme- ଚାଇନିଜ ସ୍ମାର୍ଟଫୋନ କମ୍ପାନୀ କିଛି ମୋବାଇଲର ଦାମ ୨ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛି ।
Oppo- ଚାଇନିଜ ସ୍ମାର୍ଟଫୋନ କମ୍ପାନୀ ପ୍ରତି ମୋବାଇଲର ଦାମ ୨ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛି ।
Comments are closed.