Latest Odisha News

BREAKING NEWS

Browsing Tag

gst

ଜୁନରେ ଓଡ଼ିଶାର ଜିଏସଟି ଆଦାୟରେ ୨୫.୧୩ ପ୍ରତିଶତ ଅଭିବୃଦ୍ଧି

ଭୁବନେଶ୍ୱର: ଗତବର୍ଷ ଜୁନ୍ ମାସ ତୁଳନାରେ ୨୦୨୩ ଜୁନ୍ ମାସରେ ଓଡ଼ିଶାର ଜିଏସଟି ଆଦାୟ ବଢ଼ିଛି । ଗତବର୍ଷ ଜୁନ୍ ତୁଳନାରେ ଜିଏସିଟ ସଂଗ୍ରହ ୨୫.୧୩ ପ୍ରତିଶତ ଅଭିବୃଦ୍ଧି ହୋଇଛି । ୨୦୨୩ ଜୁନ୍ ମାସରେ ରାଜ୍ୟ ଜିଏସଟି ଓ ସମନ୍ୱିତ ଜିଏସଟି ବାବଦକୁ ୧୭୩୨.୪୯ କୋଟି ସଂଗ୍ରହ କରିଛି । ଯେତେବେଳେ କି…

ଓଡ଼ିଶାର ୧୦ଟି ସ୍ଥାନରେ ଏକକାଳୀନ ଜିଏସଟି ଚଢ଼ାଉ

ଭୁବନେଶ୍ୱର: ଟିକସ ଠକେଇ ଅଭିଯୋଗରେ ଶୁକ୍ରବାର ଓଡ଼ିଶାର ପ୍ରାୟ ୧୦ଟି ସ୍ଥାନରେ ଜିଏସଟି ଅଧିକାରୀ ଚଢ଼ାଉ କରିଛନ୍ତି । ସୂଚନା ଅନୁସାରେ, କେନ୍ଦ୍ରୀୟ ଜିଏସଟିର ୧୦ଟି ଟିମ୍ ଜଣେ ଖଣି ମାଲିକଙ୍କ ଷ୍ଟୋନ କ୍ରସର ୟୁନିଟକୁ ନେଇ ଭୁବନେଶ୍ୱର, ଚଣ୍ଡିଖୋଲ ଓ ଯାଜପୁରରେ ଚଢ଼ାଉ କରିଛି । ଅଭିଯୋଗ…

୮୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ପାରାଦୀପ ସିଟି ଆଣ୍ଡ ଜିଏସଟି ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ

ପାରାଦୀପ: ଭିଜିଲାନ୍ସ ଜାଲରେ ପାରାଦୀପ ସିଟି ଆଣ୍ଡ ଜିଏସଟି ଅଧିକାରୀ । ୮୦ ହଜାର ଟଙ୍କା ଲାଞ୍ଜ ନେଉଥିବା ବେଳେ ପାରାଦୀପ ସିଟି ଆଣ୍ଡ ଜିଏସଟି ଅଧିକାରୀ (ଏନଫୋର୍ସମେଣ୍ଟ ୟୁନିଟ୍) ଚିତ୍ତରଞ୍ଜନ ମହାନ୍ତି ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ସୂଚନା ଅନୁସାରେ, ଜବତ କାଜଗପତ୍ର ମାମଲାରେ…

ଗତବର୍ଷ ଫେବ୍ରୁଆରୀ ତୁଳନାରେ ଓଡ଼ିଶାର GST ସଂଗ୍ରହ ୧୦ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର: ଜିଏସଟି ସଂଗ୍ରହରେ ଓଡ଼ିଶାର ଅଭିବୃଦ୍ଧି । ଫେବ୍ରୁଆରୀ ମାସରେ ଓଡ଼ିଶାର ଜିଏସଟି ସଂଗ୍ରହ ୧୦ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୨ ଫେବ୍ରୁଆରୀ ମାସରେ ଓଡ଼ିଶା ୪, ୧୦୧ କୋଟି ଜିଏସଟି ସଂଗ୍ରହଣ କରିଥିବା ବେଳେ ୨୦୨୩ ଫେବ୍ରୁଆରୀରେ ତାହା ୪, ୫୧୯ କୋଟି ରହିଛି । ଅର୍ଥାତ୍ ୨୦୨୨…

କମିବ ପେନସିଲ ସାର୍ପନର,ତରଳଗୁଡ ଓ ଟ୍ରାକିଂ ଡିଭାଇସର ଦାମ

ନୂଆଦିଲ୍ଲୀ:ଶସ୍ତା ହେବ ପେନସିଲ ସାର୍ପନର,ତରଳଗୁଡ ଓ ନିର୍ଦ୍ଦିଷ୍ଟ ଟ୍ରାକିଂ ଡିଭାଇସ । କାରଣ ଏସବୁ ସାମଗ୍ରୀ ଉପରୁ ଟିକସ କମାଇଛି ଜିଏସଟି ପରିଷଦ । ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣଙ୍କ ଅଧ୍ୟକ୍ଷତାରେ ଶନିବାର ସାମଗ୍ରୀ ଓ ସେବା ଟିକସ (ଜିଏସଟି) ପରିଷଦର ୪୯ ତମ ବୈଠକରେ ଏପରି ନିଷ୍ପତ୍ତି…

ପ୍ରଥମ ଓଡ଼ିଆ ଭାବେ GST ଗୁଇନ୍ଦା ମୁଖ୍ୟ ହେଲେ IRS ସୁର୍ଜିତ ଭୁଜବଳ

ଭୁବନେଶ୍ୱର: ଓଡ଼ିଶା ପୁଅ ହେଲେ ଜିଏସଟି ଗୁଇନ୍ଦା ମୁଖ୍ୟ । କେନ୍ଦ୍ର ସରକାରଙ୍କ ଅଧିନ ଜିଏସଟି ଗୁଇନ୍ଦା ମୁଖ୍ୟ ଭାବେ ଆଇଆରଏସ୍ ଅଧିକାରୀ ସୁର୍ଜିତ ଭୁଜବଳଙ୍କୁ ନିଯୁକ୍ତି ମିଳିଛି । ସୁର୍ଜିତ ହେଉଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ଆରକେ ଭୁଜବଳଙ୍କ ପୁଅ ଏବଂ ଅବସରପ୍ରାପ୍ତ ଆଇଜିପି କୁଳମଣି…

ରାଜ୍ୟମାନଙ୍କୁ ମିଳିଛି ୫ ଲକ୍ଷ ୫୫ ହଜାର ୧୨୧ କୋଟି ଟଙ୍କାର ଜିଏସଟି କ୍ଷତିପୂରଣ

ନୂଆଦିଲ୍ଲୀ: ବିଗତ ପାଞ୍ଚ ବର୍ଷ ମଧ୍ୟରେ ବସ୍ତୁ ଓ ସେବା କର (ଜିଏସଟି) କାର‌୍ୟ୍ୟକାରୀ କରିବା କାରଣରୁ ରାଜ୍ୟମାନଙ୍କର ହୋଇଥିବା ରାଜସ୍ବ ହାନି ବାବଦରେ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶକୁ ୫ ଲକ୍ଷ ୫୫ ହଜାର ୧୨୧ କୋଟି ଟଙ୍କାର ଜିଏସଟି କ୍ଷତିପୂରଣ ଯୋଗାଇ…

ଦୈନନ୍ଦିନ ଖାଦ୍ୟ ଉପରେ GST ଲଗାଇ ଗରିବଙ୍କୁ ନାତ ମାରିଛନ୍ତି କେନ୍ଦ୍ର ସରକାର: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ଚୁଡା, ମୁଢି, ଉଖୁଡ଼ା, ଖଈ ଆଦି ଦ୍ରବ୍ୟ ଉପରେ ଜିଏସଟି ଲାଗୁ କରିବା ନିଷ୍ପତ୍ତି କେନ୍ଦ୍ର ସରକାରଙ୍କର ଗରିବଙ୍କ ପେଟକୁ ନାତ ବୋଲି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଏଥିସହ ଏହି ନିଷ୍ପତ୍ତିର ଦୃଢ଼ ନିନ୍ଦା କରିଛନ୍ତି । ଜିଏସଟି କାଉନସିଲ୍ ଏଭଳି…

ଅଟା, ଚାଉଳ ଓ ଡାଲି… ପ୍ୟାକେଟ୍ କିଣିଲେ ଦେବାକୁ ପଡ଼ିବ GST

ନୂଆଦିଲ୍ଲୀ: ଅଟା, ଚାଉଳ ଓ ଡାଲି… ପ୍ରତିଦିନ ଘରେ ବ୍ୟବହାର ହେଉଥିବା ଏହି ଖାଦ୍ୟ ସାମଗ୍ରୀ ଆଜିଠୁ ଆହୁରି ମହଙ୍ଗା ହୋଇଛି । ପୂର୍ବରୁ ବିଭିନ୍ନ ସାମଗ୍ରୀର ଦରବୃଦ୍ଧି ଯୋଗୁ ଘରର ବଜେଟ୍ ବିଗିଡ଼ି ଯାଇଥିବା ବେଳେ ଏବେ ବୋଝ ଆହୁରି ବଢ଼ିଛି । ସରକାର ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ ଜିଏସଟି (GST)…

ମାଆ ତାରିଣୀ ବସ୍ତ୍ରାଳୟରେ ରେଡ୍, ଭରୁ ନଥିଲେ GST

ଭୁବନେଶ୍ୱର: ରାଜଧାନୀର ମାଆ ତାରିଣୀ ବସ୍ତ୍ରାଳୟରେ ଚଢ଼ାଉ ଚାଲିଛି । ଜିଏସଟି ନ ଭରି ଫାଙ୍କୁଥିବା ଅଭିଯୋଗରେ ଚଢ଼ାଉ କରି ସିଟି ଜିଏସଟି ଟିମ୍ । ମାଆ ତାରିଣୀ ବସ୍ତ୍ରାଳୟର ୪ଟି ସ୍ଥାନରେ ରେଡ୍ କରାଯାଇଛି । ରଜ ଓ ସାବିତ୍ରୀରେ ଧୂମ୍ ବେପାର ହୋଇଥିବା ବେଳେ ତାରିଣୀ ବସ୍ତ୍ରାଳୟ ଜିଏସଟି ଭରୁ…