Latest Odisha News

BREAKING NEWS

ଗହଣା ଦୋକାନରେ GST ଚଢ଼ାଉ

ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳର ଦୁଇଟି ସୁନା ବ୍ୟବସାୟୀଙ୍କ ଦୋକାନରେ GST ବିଭାଗ ତରଫରୁ ଚଢ଼ାଉ କରାଯାଇଛି ।
ଖଡ଼ିଆଳ ସହରରେ ଥିବା ଗୋବିନ୍ଦ ଅଗ୍ରୱାଲ ଓ ଉମେଶ ଅଗ୍ରୱାଲଙ୍କ ଦୁଇ ଗୋଟି ସୁନା ଅଳଙ୍କାର ଦୋକାନରେ ଜିଏସଟି ବିଭାଗ ନୂଆପଡା ୟୁନିଟ ଡେ଼ପୁଟି କମିଶନର ପ୍ରିୟବ୍ରତ ଗଡତିଆଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ଦୋକାନର କ୍ରୟ ଓ ବିକ୍ରୟ ସମ୍ବନ୍ଧୀୟ ତଥ୍ୟକୁ ନେଇ ତଦନ୍ତ ଜାରି ରହିଛି ।

ଜିସଟି ବିଭାଗର ଡେପୁଟି କମିଶନର ପ୍ରିୟବ୍ରତ ଗଡଟିଆଙ୍କ ନେତୃତ୍ୱରେ ଦୁଇଟି ଟିମ ସାମିଲ ଅଛନ୍ତି । ଜୁଲାଇ ୨୦୧୭ ରୁ ୨୦୨୧ ପର୍ଯ୍ୟନ୍ତ ଏହି ଦୁଇଗୋଟି ଦୋକାନରେ ସୁନା ଅଳଙ୍କାରର କ୍ରୟ ବିକ୍ରୟ ଶହ ସମସ୍ତ କାଯପତ୍ର କୁ ସିଜ କରାଯାଇ ତଦନ୍ତ ଚାଲିଛି । ବ୍ୟାପକ ମାତ୍ର ରେ ଟିକସ ପାଙ୍କି ହୋଇଥିବା ଡେପୁଟି କମିଶନର ପ୍ରାୟବ୍ରତ ଗଡତିଆ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.