Latest Odisha News

BREAKING NEWS

Browsing Category

ନୂଆପଡ଼ା

Nuapara

ପୁଣି ଜନନୀ ଯନ୍ତ୍ରଣା, ଖଟିଆରେ ବୁହା ହେଲେ ଗର୍ଭବତୀ

ନୂଆପଡ଼ା: ପୁଣି ଥରେ ଦେଖିବାକୁ ମିଳିଛି ଢୋଲପିଟା ବ୍ୟବସ୍ଥାର ନଗ୍ନ ଚିତ୍ର। ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ । ରାସ୍ତା ଅଭାବ ଯୋଗୁଁ ଗାଁ କୁ ଯାଇ ପାରିଲାନି ଆମ୍ବୁଲାନ୍ସ ଆଉ ସେଇଥି ପାଇଁ ଖଟିଆ ପାଲଟିଲା ଆମ୍ବୁଲାନ୍ସ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ…

ପିକଅପ ଭ୍ୟାନରୁ ମିଳିଲା ୩୫ ଲକ୍ଷ ଟଙ୍କା

ନୂଆପଡ଼ା: ପିକଅପ୍ ଗାଡ଼ିରୁ ମିଳିଲା ୩.୬୯ ଲକ୍ଷ ଟଙ୍କା । ଗାଡ଼ି ଚେକିଂ ବେଳେ ଟଙ୍କା ଜବତ କଲା ଜୋଙ୍କ ପୋଲିସ । ନୂଆପଡ଼ାରୁ ଛତିଶଗଡ଼ ଯାଉଥିବା ବେଳେ ଗାଡିକୁ ଅଟକାଇ ଟଙ୍କା ଜବତ କରିଛି ପୋଲିସ । ତେବେ ଘଟଣାରେ ଜଣଙ୍କୁ ଅଟକ ରଖିଛି ପୋଲିସ । ତେବେ ଏ ଟଙ୍କା କେଉଁ ଉଦ୍ଦେଶ୍ୟରେ ନୂଆପଡାରୁ…

ସମ୍ବର୍ଦ୍ଧନା ସଭା ଓ ସଂକଳ୍ପ ସମାବେଶ ଆଳ ରେ ବିଜେଡି ର ଶକ୍ତି ପ୍ରଦର୍ଶନ

ନୂଆପଡା: ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋର୍ ଧରୁଥିବା ବେଳେ ଆଜି ଖଡ଼ିଆଳ ଠାରେ ତାର ଏକ ଝଲକ ଦେଖିବାକୁ ମିଳିଛି । ବିଜେଡି ତରଫରୁ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରେ କଳାହାଣ୍ଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ଖଡିଆଳ ବିଧାୟକ ପ୍ରାର୍ଥୀ ଅଧିରାଜ ମୋହନ ପାଣିଗ୍ରାହୀ ଙ୍କୁ ବିପୁଳ…

ଗାଁରେ ନାହିଁ କୌଣସି ସୁବିଧା, ତେବେ କାହା ସ୍ଵାର୍ଥରେ ଏହି ଆଦର୍ଶ ପଞ୍ଚାୟତ

ନୂଆପଡା: ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ହେଉଛି ଭାରତ ସରକାରଙ୍କ ଦ୍ଵାରା କରାଯାଇଥିବା ଏକ ଜନକଲ୍ୟାଣକାରୀ ପ୍ରୟlସ । କିଛି ବଛା ବଛା ଗାଁରେ କେନ୍ଦ୍ରୀୟ ଓ ରାଜ୍ୟ ସରକାରଙ୍କ ଯୋଜନା ଗୁଡିକୁ ମିଶାଇ ସମନ୍ୱିତ ବିକାଶ କରି ବଞ୍ଚିତ ବର୍ଗର ଲୋକମାନଙ୍କୁ ସଶକ୍ତିକରଣ କରିବା ହେଉଛି ଏହାର…

ବିକାଶ କାର୍ଯ୍ୟରେ ଦୁର୍ନୀତିର ଗନ୍ଧ, ଠିକାଦାରଙ୍କ କବଜାରେ ବିଭାଗୀୟ ଅଧିକାରୀ

ନୂଆପଡା:ଉପାନ୍ତ ଅଞ୍ଚଳ ମାନଙ୍କରେ ଲୋକଙ୍କ ଯାତାୟତର ସୁବିଧା ପାଇଁ ସରକାର କୋଟିକୋଟି ଟଙ୍କା ଦେଇ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ନିର୍ମାଣର ଯୋଜନା କରୁଛନ୍ତି । ହେଲେ ନୂଆପଡା ଜିଲ୍ଲାରେ ଏହି ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି କରି ମାଲେମାଲ ହେଉଛନ୍ତି ଉଭୟ ଠିକାଦାର ଓ ବିଭାଗୀୟ…

ଉଦଘାଟନର ଚାରି ମାସ ବି ପୁରିନି, ଦବିଗଲା ବିଜୁ ଏକ୍ସପ୍ରେସ ସେତୁ

ନୂଆପଡା: ପୂର୍ତ୍ତ ବିଭାଗର ପିସି କାରବାରର ନଗ୍ନ ଚିତ୍ର । ଠିକାଦାର ର ମନମୁଖୀ କାର୍ଯ୍ୟ ସହ ତତ୍କାଳୀନ ଯନ୍ତ୍ରୀ ଙ୍କ ପିସି ଖିଆ ମନୋଭାବ ଯୋଗୁଁ ମାତ୍ର ଛଅ ମାସ ମଧ୍ୟରେ ଦବିଗଲା କୋଟିକୋଟି ଟଙ୍କା ବ୍ୟୟରେ ନିର୍ମିତ ବିଜୁ ଏକ୍ସପ୍ରେସ ସେତୁ । ମୁଖ୍ୟମନ୍ତ୍ରୀ ଆସି ଉଦଘାଟନ କରିବେ ବୋଲି ତରବରିଆ…

ହର୍ଷ ଉଲ୍ଲାସର ସହ ଉଦଯାପିତ ହେଲା ଖଡ଼ିଆଳ ମହୋତ୍ସବ

ଖଡ଼ିଆଳ:ଉଦଯାପିତ ହୋଇଯାଇଛି ଖଡ଼ିଆଳ ମହୋତ୍ସବ। ଗଡ଼ଜାତ ଅମଳର ସର୍ବପୁରତାନ ଐତିହାସିକ କଳା ସାହିତ୍ୟ ସଂସ୍କୃତି ସମ୍ପନ୍ନ ଖଡ଼ିଆଳ ସହରର ୧୮ତମ ଲୋକ ମହୋତ୍ସବର ଉଦଯାପନି ସନ୍ଧ୍ୟାରେ ବେଶ୍ ଧୁମ୍ ଧାମରେ ପାଳିତ ହୋଇଛି। ମହୋତ୍ସବ ପଡିଆରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ବଲିଉଡ…

5T ଅଧ୍ୟକ୍ଷଙ୍କ ଦିନିକିଆ ନୂଆପଡ଼ା ଗସ୍ତ; ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେଲେ, ସରକାରଙ୍କ ଯୋଜନା ବିଷୟରେ ଅବଗତ କରାଇଲେ

ନୂଆପଡ଼ା: ଶୁକ୍ରବାର ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତ କରିଛନ୍ତି 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ। ଜିଲ୍ଲା ଗସ୍ତରେ ଆସି ନୂଆପଡା ନ୍ୟାସନାଲ କଲେଜରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ। ଏହା ସହ ବୋଡେ଼ନ ବ୍ଲକ ବିନପୁର ଠାରେ ପହଂଚି…

ଆରମ୍ଭ ହେଲା ଖଡ଼ିଆଳ ମହୋତ୍ସବ ୨୦୨୪, ପ୍ରଥମ ଦିନରେ ମନମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ

ନୂଆପଡା: କଳା, ସାହିତ୍ୟ, ସଂସ୍କୃତି ଐତିହ୍ୟ, ପ୍ରାଚୀନ ଲୋକଗୀତ, ଲୋକନୃତ୍ୟର ପୁନର୍ଜିବିତ କରିବା ଉଦ୍ଦେଶ୍ୟ ନେଇ ଖଡ଼ିଆଳ ମହୋତ୍ସବ ୨୦୨୪ ମହା ସମାରୋହରେ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀର ପ୍ରଥମ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ହଜାର ହଜାର କଳାପ୍ରେମୀ । ଦୀର୍ଘ ୧୮…

ଜିଲ୍ଲା ସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଜଗତସିଂହପୁର/ନୂଆପଡା : ୭୫ତମ ଗଣତନ୍ତ୍ର ଦିବସ ପାଇଁ ଝଲସୁଛି ପଲ୍ଲୀ ଠାରୁ ସହର । ଦେଶ ତଥା ରାଜ୍ୟର କୋଣ ଅନୁକୋଣ ସବୁଠି ତ୍ରିରଙ୍ଗାରେ ରଙ୍ଗାୟିତ । ଏଥିପାଇଁ ସମସ୍ତ ଦେଶବାସୀ ଉତ୍ସାହିତ । ଜଗତସିଂହପୁର ସଦର ମହକୁମା ସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ପରିସରରେ ପାଳିତ  ହୋଇଯାଇଛି…