ଭୁୁବନେଶ୍ୱର: ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି । ହୋଲି ଆସୁଥିବାବେଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଲୋକମାନଙ୍କୁ ପରାମର୍ଶ ଦେଇଛି । କେମିତି ହୋଲି ଖେଳିବେ ସେ ନେଇ ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଛନ୍ତି । ବଡ ସମାବେଶ କରି ହୋଲି ନଖେଳିବାକୁ ପରାମର୍ଶ ଦେଇଛନ୍ତି । ହାତ ମିଳାଇବା, ଆଲିଙ୍ଗନ କରିବାକୁ ମନା କରିଛନ୍ତି । କରୋନା ଭାଇରସକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।
BREAKING NEWS
- RBI କେନ୍ଦ୍ରୀୟ ବୋର୍ଡରେ ନିଯୁକ୍ତ ହେଲେ ପୂର୍ବତନ ISRO ମୁଖ୍ୟ ଏସ.ସୋମନାଥ
- Rakhi Purnima: କେବେ ବାନ୍ଧିବେ ଭାଇ ହାତରେ ରାକ୍ଷୀ? ଦୂର ହେଲା ସବୁ ଦ୍ବନ୍ଦ୍ବ…୨୮ରେ ଶ୍ରୀମନ୍ଦିରରେ ରାକ୍ଷୀ ଲାଗି
- Ship Hijacked: ଥିଲେ ୬ ଭାରତୀୟ କ୍ରୁ ସଦସ୍ୟ…ସୋମାଲିଆ ଉପକୂଳରେ ଅସ୍ତ୍ରଶସ୍ତ୍ର ଭର୍ତ୍ତି ଜାହାଜ ଅପହରଣ
- Rupee Export: ଡଲାର-ୟୁରୋ ଭଳି ଏବେ ଟଙ୍କାରେ ମିଳିବ ରପ୍ତାନି ସୁବିଧା! ବଡ଼ ନିଷ୍ପତ୍ତି ନେଲେ ସରକାର…
- ଖାଉଟିଙ୍କୁ ମହଙ୍ଗା ମାଡ: ହୁ ହୁ ହୋଇ ବଢିଚାଲିଛି ଚିନି ଦର, କେନ୍ଦ୍ର କହୁଛି ବଢ଼ିବନି ଚିନି ମୂଲ୍ୟ!
- ମେଡିକାଲ ଚେକଅପ୍ର ୬ ଘଣ୍ଟା ମଧ୍ୟରେ ପୁଣି ଜେଲ୍ ଫେରିଲେ ଇମ୍ରାନ ଖାନ
- ଜନ୍ତରମନ୍ତର ଛାତ୍ର ପ୍ରତିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ପଦକ୍ଷେପ, ପୋଲିସ ବଳପ୍ରୟୋଗର ତଦନ୍ତ କରିବ ୫ ଜଣିଆ କମିଟି
- ବନ୍ୟା ପ୍ରଭାବିତ ଏହି ଜିଲ୍ଲାର ୩୧୩ଟି ସ୍କୁଲ୍ ବନ୍ଦ ଘୋଷଣା
- ଅପମିଶ୍ରିତ ପନିରକୁ ନେଇ ପୁଣି ବଡ଼ ରେଡ, ଟ୍ୱିନ ସିଟି ପରେ ଏବେ ବ୍ରହ୍ମପୁରରେ ଖାଦ୍ୟ ସୁରକ୍ଷା ବିଭାଗର ଟିମ
- ଆସୁଛି ଆଉ ଏକ ଲଘୁଚାପ: ପୁଣି ଝଡ଼ବର୍ଷା ଚେତାବନୀ, ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

Comments are closed.