Latest Odisha News

BREAKING NEWS

କୋଭିଡ୍‌ ଟିକା ନେଇ ଆଉ ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ; ରାଞ୍ଚି

ନୂଆଦିଲ୍ଳୀ: ଝାଡଖଣ୍ଡର ରାଞ୍ଚିସ୍ଥିତ ମେଦାନ୍ତ ଡାକ୍ତରଖାନାର ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ବୁଧବାର ସକାଳେ କୋଭିଶିଲ୍ଡ ଟିକା ଦିଆଯିବାର ଦୁଇ ଦିନ ପରେ ତାଙ୍କର ମୃତ୍ୟୁ ଘଟିଛି।

ମେଦାନ୍ତ ରାଞ୍ଚିର ଏଣ୍ଡୋସ୍କୋପି ବିଭାଗରେ କାର୍ଯ୍ୟ କରୁଥିବା ମନୁ ପହାନଙ୍କୁ ଫେବୃଆରୀ ୨ରେ ଟିକା ନେଇଥିଲେ।

ଟିକା ନେବାର ଦୁଇ ଦିନ ପରେ ଅର୍ଥାତ୍‌ ବୁଧବାର ସକାଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାକୁ ଲାଗିଲା, ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

Comments are closed.