ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ୫୩ତମ ପ୍ରତିଷ୍ଠା ଦିବସ ସମାରୋହରେ ପ୍ରଖ୍ୟାତ୍ ହିନ୍ଦୀ କବି ବିଶ୍ୱନାଥ ପ୍ରସାଦ ତିୱାରୀଙ୍କୁ ‘ଗଙ୍ଗାଧର ଜାତୀୟ ପୁରସ୍କାର’ ପ୍ରଦାନ କରାଯିବ । ଏନେଇ ବିଶ୍ୱବିଦ୍ୟାଳୟର କୁଳପତି ଦୀପକ ବେହେରା ସୂଚନା ଦେଇଛନ୍ତି ।
ଆସନ୍ତା ଜାନୁଆରୀରେ ଏହି ପୁରସ୍କାରରେ ତାଙ୍କୁ ପ୍ରାୟ ୫୦ ହଜାର ନଗଦ ପୁରସ୍କାର, ଏକ ସାଲ୍ ଓ ଏକ ପ୍ରମାଣ ପତ୍ର ତାଙ୍କୁ ପ୍ରଦାନ କରାଯିବ ।
Comments are closed.