Latest Odisha News

BREAKING NEWS

ହକି ବିଶ୍ୱକପ ଖେଳସୂଚୀ

ଭୁବନେଶ୍ୱର: ମଙ୍ଗଳବାର ଅର୍ଥାତ ୨୭ ତାରିଖରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମରେ ଉଦଘାଟିତ ହେଉଛି ହକି ମହାକୁମ୍ଭ ‘ଓଡ଼ିଶା ବିଶ୍ୱକପ ହକି ୨୦୧୮’ । ଏହି ବିଶ୍ୱକପରେ ଆୟୋଜକ ଭାରତ ସମେତ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବେଲଜିୟମ, ନେଦରଲାଣ୍ଡ, ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ଜର୍ମାନୀ, ସ୍ପେନ, ଆୟାର୍ଲାଣ୍ଡ, କାନାଡ଼ା, ମାଲେସିଆ, ଫ୍ରାନ୍ସ, ଚୀନ, ଦକ୍ଷିଣ ଆଫ୍ରିକା ଏବଂ ପାକିସ୍ତାନ ଅଂଶଗ୍ରହଣ କରୁଛନ୍ତି ।

୪ଟି ଗ୍ରୁପରେ ୧୬ଟି ଦଳ
ପୁଲ୍ ଦେଶ
ପୁଲ୍ – ‘ଏ’ ଆର୍ଜେଣ୍ଟିନା ନ୍ୟୁଜିଲାଣ୍ଡ ସ୍ପେନ ଫ୍ରାନ୍ସ
ପୁଲ୍ – ‘ବି’ ଅଷ୍ଟ୍ରେଲିଆ ଇଂଲଣ୍ଡ ଆୟାର୍ଲାଣ୍ଡ ଚୀନ
ପୁଲ୍ – ‘ସି’ ବେଲଜିୟମ ଭାରତ କାନାଡ଼ା ଦକ୍ଷିଣ ଆଫ୍ରିକା
ପୁଲ୍ – ‘ଡ଼ି’ ନେଦରଲାଣ୍ଡ ଜର୍ମାନୀ ମାଲେସିଆ ପାକିସ୍ତାନ

ହକି ବିଶ୍ୱକପ ଖେଳସୂଚୀ

ମାଚ ତାରିଖ ମ୍ୟାଚ ମ୍ୟାଚ ସମୟ
ନଭେମ୍ବର ୨୮ ବେଲଜିୟମ ବନାମ କାନାଡ଼ା ସନ୍ଧ୍ୟା ୫ଟା
ନଭେମ୍ବର ୨୮ ଭାରତ ବନାମ ଦକ୍ଷିଣ ଆଫ୍ରିକା ରାତି ୭ଟା
ନଭେମ୍ବର ୨୯ ଆର୍ଜେଣ୍ଟିନା ବନାମ ସ୍ପେନ ସନ୍ଧ୍ୟା ୫ଟା
ନଭେମ୍ବର ୨୯ ନୁୃଜିଲାଣ୍ଡ ବନାମ ଫ୍ରାନ୍ସ ରାତି ୭ଟା
ନଭେମ୍ବର ୩୦ ଅଷ୍ଟ୍ରେଲିଆ ବନାମ ଆୟାର୍ଲାଣ୍ଡ ସନ୍ଧ୍ୟା ୫ଟା
ନଭେମ୍ବର ୩୦ ଇଂଲଣ୍ଡ ବନାମ ଚୀନ ରାତି ୭ଟା
ଡ଼ିସେମ୍ବର ୧ ନେଦରଲ୍ୟାଣ୍ଡ ବନାମ ମାଲେସିଆ ସନ୍ଧ୍ୟା ୫ଟା
ଡ଼ିସେମ୍ବର ୧ ଜର୍ମାନୀ ବନାମ ପାକିସ୍ତାନ ରାତି ୭ଟା
ଡ଼ିସେମ୍ବର ୨ କାନାଡ଼ା ବନାମ ଦକ୍ଷିଣ ଆଫ୍ରିକା ସନ୍ଧ୍ୟା ୫ଟା
ଡ଼ିସେମ୍ବର ୨ ଭାରତ ବନାମ ବେଲଜିୟମ ରାତି ୭ଟା
ଡ଼ିସେମ୍ବର ୩ ସ୍ପେନ ବନାମ ଫ୍ରାନ୍ସ ସନ୍ଧ୍ୟା ୫ଟା
ଡ଼ିସେମ୍ବର ୩ ନୁୃଜିଲାଣ୍ଡ ବନାମ ଆର୍ଜେଣ୍ଟିନା ରାତି ୭ଟା
ଡ଼ିସେମ୍ବର ୪ ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ ସନ୍ଧ୍ୟା ୫ଟା
ଡ଼ିସେମ୍ବର ୪ ଆୟାଲ୍ୟାଣ୍ଡ ବନାମ ଚୀନ ରାତି ୭ଟା
ଡ଼ିସେମ୍ବର ୫ ଜର୍ମାନୀ ବନାମ ନେଦରଲ୍ୟାଣ୍ଡ ସନ୍ଧ୍ୟା ୫ଟା
ଡ଼ିସେମ୍ବର ୫ ମାଲେସିଆ ବନାମ ପାକିସ୍ତାନ ରାତି ୭ଟା
ଡ଼ିସେମ୍ବର ୬ ସ୍ପେନ ବନାମ ନ୍ୟୁଜିଲାଣ୍ଡ ସନ୍ଧ୍ୟା ୫ଟା
ଡ଼ିସେମ୍ବର ୬ ଆର୍ଜେଣ୍ଟିନା ବନାମ ଫ୍ରାନ୍ସ ରାତି ୭ଟା
ଡ଼ିସେମ୍ବର ୭ ଅଷ୍ଟ୍ରେଲିଆ ବନାମ ଚୀନ ସନ୍ଧ୍ୟା ୫ଟା
ଡ଼ିସେମ୍ବର ୭ ଆୟାଲ୍ୟାଣ୍ଡ ବନାମ ଇଂଲଣ୍ଡ ରାତି ୭ଟା
ଡ଼ିସେମ୍ବର ୮ ବେଲଜିୟମ ବନାମ ଦକ୍ଷିଣ ଆଫ୍ରିକା ସନ୍ଧ୍ୟା ୫ଟା
ଡ଼ିସେମ୍ବର ୮ କାନାଡ଼ା ବନାମ ଭାରତ ରାତି ୭ଟା
ଡ଼ିସେମ୍ବର ୯ ମାଲେସିଆ ବନାମ ଜର୍ମାନୀ ସନ୍ଧ୍ୟା ୫ଟା
ଡ଼ିସେମ୍ବର ୯ ନେଦରଲ୍ୟାଣ୍ଡ ବନାମ ପାକିସ୍ତାନ ରାତି ୭ଟା
ଡ଼ିସେମ୍ବର ୧୦ କ୍ରସ୍ ଓଭର ମ୍ୟାଚ୍ ଅପରାହ୍ନ ୪.୪୫ ମିନିଟ
ଡ଼ିସେମ୍ବର ୧୦ କ୍ରସ୍ ଓଭର ମ୍ୟାଚ୍ ରାତି ୭ଟା
ଡ଼ିସେମ୍ବର ୧୧ କ୍ରସ୍ ଓଭର ମ୍ୟାଚ୍ ଅପରାହ୍ନ ୪.୪୫ ମିନିଟ
ଡ଼ିସେମ୍ବର ୧୧ କ୍ରସ୍ ଓଭର ମ୍ୟାଚ୍ ରାତି ୭ଟା
ଡ଼ିସେମ୍ବର ୧୨ କ୍ୱାର୍ଟର୍ ଫାଇନାଲ୍ ଅପରାହ୍ନ ୪.୪୫ ମିନିଟ
କ୍ୱାର୍ଟର୍ ଫାଇନାଲ୍ ରାତି ୭ଟା
ଡ଼ିସେମ୍ବର ୧୩ କ୍ୱାର୍ଟର୍ ଫାଇନାଲ୍ ଅପରାହ୍ନ ୪.୪୫ ମିନିଟ
ଡ଼ିସେମ୍ବର ୧୩ କ୍ୱାର୍ଟର୍ ଫାଇନାଲ୍ ରାତି ୭ଟା
ଡ଼ିସେମ୍ବର ୧୪ ବିଶ୍ରାମ ଦିବସ ବିଶ୍ରାମ ଦିବସ

ଡ଼ିସେମ୍ବର ୧୫ ୧ମ ସେମିଫାଇନାଲ୍ ଅପରାହ୍ନ ୪ଟା
ଡ଼ିସେମ୍ବର ୧୫ ୨ୟ ସେମିଫାଇନାଲ୍ ସନ୍ଧ୍ୟା ୬.୩୦ ମିନିଟ
ଡ଼ିସେମ୍ବର ୧୬ ପୋଜିସନ ମ୍ୟାଚ ଅପରାହ୍ନ ୪.୩୦ ମିନିଟ
ଡ଼ିସେମ୍ବର ୧୬ ଫାଇନାଲ୍ ସନ୍ଧ୍ୟା ୭ଟା

ଆୟୋଜକ ଭାରତ ପୁଲ୍ ‘ସି’ ରେ ରହିଛି । ଭାରତ ସମେତ ବେଲଜିୟମ, କାନାଡ଼ା ଏବଂ ଦକ୍ଷିଣ ଆଫ୍ରିକା ରହିଛନ୍ତି ।

Leave A Reply

Your email address will not be published.