Latest Odisha News

BREAKING NEWS

ମିକା ସିଂ ଗାଇଲେ ‘ହକି ଚିଅର୍ସ ଅପ୍’ ଗୀତ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର : ନଭେମ୍ବରରେ ହେବାକୁ ଥିବା ହକି ବିଶ୍ୱକପ୍ ପାଇଁ ଏବେଠୁ ମାହୋଲ ସରଗରମ ହେବାକୁ ଲାଗିଛି ।

ଏହି ସମୟରେ କ୍ରୀଡାପ୍ରେମୀଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ହକିକୁ ନେଇ ଏକ ଚିଅର୍ସ ଅପ୍ ଗୀତ ପ୍ରସ୍ତୁତ କରାଯାଇଛି । ଏହି ଚିଅର୍ସ ଅପ୍ ଗୀତକୁ ବଲିଉଡର ଜଣାଶୁଣା ଗାୟକ ମିକା ସିଂ ଗାଇଛନ୍ତି ।

ସୋସିଆଲ ମିଡିଆରେ ଏହି ଗୀତଟି ପୂରା ଧମାଲ କରୁଥିବାବେଳେ ଏହି ଭିଡିଓରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କ୍ରୀଡାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଓ ଭାରତୀୟ ହକି ତାରକା ଦିଲ୍ଲୀପ ତିର୍କୀ ପ୍ରମୁଖଙ୍କୁ ଦେଖିବାକୁ ମିଳିଛି ।

Leave A Reply

Your email address will not be published.