ରାଉରକେଲା: ଯାହାକୁ ସାତ ଜନ୍ମର ସାଥି କରି ବିବାହ କରିଥିଲେ ସିଏ ମାରିଦେଲା । ସ୍ୱାମୀ ସାଜିଲା ସୈତାନ । ସ୍ତ୍ରୀକୁ ଫାର୍ମାରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଫାର୍ସାଟୋଲା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକଙ୍କ ନାଁ ସାବିତ୍ରୀ ସାହୁ । ଏହି ଘଟଣାରେ ଅଭିଯୁକ୍ତ ସ୍ୱାମୀ ରାମଧନ ସାହୁକୁ ପୋଲିସ ଅଟକ ରଖିଛି । ପାରିବାରିକ କଳହରୁ ହତ୍ୟା ସନ୍ଦେହ କରି ତଦନ୍ତ କରୁଛି ପୋଲିସ ।
BREAKING NEWS
- ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା! ଆଜି ଲଘୁଚାପ, ୨୫ରେ ଅବପାତ
- ତିବ୍ଦତରେ ଶକ୍ତିଶାଳୀ ଭୂମିକମ୍ପ: ୧୬ ମୃତ, ବ୍ୟାପକ କ୍ଷୟକ୍ଷତି
- ‘ନିଜ ବିମାନକୁ ଫେରିଯାଅ’: ଟ୍ରମ୍ପଙ୍କ ଅଲ୍ଟିମେଟମ୍ ପରେ ପାକିସ୍ତାନ ସେନାମୁଖ୍ୟ ଅସିମ୍ ମୁନିରଙ୍କୁ ଉପେକ୍ଷା କଲା ଇରାନ
- ତୃତୀୟ ଜୟନ୍ତ ମହାପାତ୍ର ସ୍ମାରକୀ ବକ୍ତୃତା ଅନୁଷ୍ଠିତ; ଯୋଗଦେଲେ ବହୁ ବିଶିଷ୍ଟ ବ୍ୟକ୍ତି
- ଫିଲ୍ମ ‘ଦୁସରା’ ରିଲିଜ୍କୁ ଗ୍ରୀନ୍ ସିଗନାଲ୍: ସୌରଭ ଗାଙ୍ଗୁଲିଙ୍କ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ
- କାର୍ତ୍ତିକ ପୂର୍ବରୁ ଡରାଉଛି ପରିବା, ଆକାଶଛୁଆଁ ଦର ପାଇଁ ଚିନ୍ତାରେ ଖାଉଟି
- ଟିପିଡବ୍ଲ୍ୟୁଓଡ଼ିଏଲର’ସେବା ସେତୁ ଅଭିଯାନ’: ୧,୪୦୦ ରୁଫ୍ଟପ୍ ସୋଲାର୍ ଆବେଦନ ପଞ୍ଜୀକୃତ
- SIR କୁ ନେଇ CEC ଓ ମୋଦିଙ୍କୁ ପୁଣି ଟାର୍ଗେଟ୍ କଲେ ଜୟରାମ ରମେଶ: କହିଲେ,’ଫର୍ମ-୬ ବେଆଇନ..’
- ଏହି ଦିନ ସୂର୍ଯ୍ୟଙ୍କ ସ୍ୱାତୀ ନକ୍ଷତ୍ରକୁ ଗୋଚର:ଏହି ୪ ରାଶି ଉପରେ ହେବ ଧନ ବର୍ଷା
- ଇସ୍ରାଏଲ୍ର ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ

Comments are closed.