Latest Odisha News

BREAKING NEWS

ଆଇସିସି ପକ୍ଷରୁ ୨୦୨୧ ଶ୍ରେଷ୍ଠ ଟିମ ଘୋଷିତ: ମହିଳା ଦଳରେ ଭାରତର କେବଳ ସ୍ମୃତିଙ୍କୁ ସୁଯୋଗ

ଭୁବନେଶ୍ୱର: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ୨୦୨୧ର ଶ୍ରେଷ୍ଠ ଟି୨୦ ଟିମର ଘୋଷଣା କରିଛି । ପୁରୁଷ ବିଭାଗରେ ଭାରତର କୌଣସି ଖେଳାଳି ସ୍ଥାନ ପାଇ ନ ଥବା ବେଳେ ମହିଳାରେ କେବଳ ସ୍ମୃତି ମାନ୍ଧାନାଙ୍କୁ ସୁଯୋଗ ମିଳିଛି । ପାକିସ୍ତାନ ଏବଂ ଇଂଲଣ୍ଡ ଖେଳାଳିଙ୍କ ପ୍ରାଧାନ୍ୟ ଏହି ଟିମଗୁଡିକରେ ଦେଖିବାକୁ ମିଳିଛି ।
ଶ୍ରେଷ୍ଠ ପୁରୁଷ ଏକାଦଶ: ଜୋସ ବଟଲର, ମହମ୍ମଦ ରିଜୱାନ, ବାବର ଆଜାମ (ଅଧିନାୟକ), ଏଡେନ ମାର୍କରାମ, ମିଚେଲ ମାର୍ଶ, ଡେଭିଡ ମିଲର, ବାନିନ୍ଦୁ ହସରଙ୍ଗା, ତବରେଜ ଶମ୍ସି, ଜୋସ ହାଜେଲଉଡ, ମୁସ୍ତାଫିଜୁଉର ରହେମାନ, ଶାହୀନ ଆଫ୍ରିଦୀ ।

ଶ୍ରେଷ୍ଠ ମହିଳା ଏକାଦଶ: ସ୍ମୃତି ମାନ୍ଧାନା, ଟେମି ବ୍ୟୁମୋଂଟ, ଡେନୀ ୟାଟ, ଗ୍ୟାବୀ ଲେଭିସ, ନ୍ୟାଟ ସ୍କିଭର (ଅଧିନାୟକ), ଏମି ଜୋନ୍ସ, ଏଲ.ବୋଲୱାର୍ଡ, ମାରିଜାନେ କ୍ୟାପ, ସୋଫି ଏକ୍ଲେଷ୍ଟୋନ, ଲୋରେନ ଫରୀ, ଶବନୀମ ଇସମାଇଲ,

Comments are closed, but trackbacks and pingbacks are open.