ଭଦ୍ରକ: ଦିନକୁଦିନ ଲୋକଙ୍କ ଚିନ୍ତାଧାରା ନିମ୍ନଗାମୀ ହେବାରେ ଲାଗିଛି । ପ୍ରତିଦିନ ସାମ୍ନାକୁ ଆସୁଛି କିଛି ନା କିଛି ଲଜ୍ଜାକାର ଅଭିଯୋଗ । ଭଦ୍ରକ ଧୁଷୁରୀ ଥାନା ଅନ୍ତର୍ଗତ ବମକୁରା ଗାଁର ଗୋଟିଏ ପରିବାରକୁ ଗାଁ ଲୋକଙ୍କ ସନ୍ଦେହ ମନୋବୃତ୍ତି ମହଙ୍ଗା ପଡିଛି । ଶ୍ୱଶୁର ବୋହୁଙ୍କ ବିରୋଧରେ ଆସିଛି ଅନୈତିକ ସଂପର୍କ ଅଭିଯୋଗ । ଫଳରେ ଏହି ନିର୍ଦ୍ଦୋଷ ପରିବାର ନିଜ ଭିଟାମାଟି ଛାଡିବାକୁ ବାଧ୍ୟ ହୋଇଛି ।
BREAKING NEWS
- ସୁକମାରେ ଏନକାଉଣ୍ଟର; ୧୦ ନକ୍ସଲ ନିହତ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
- ଗୀତ ଗାଉ ଗାଉ ମଞ୍ଚ ଉପରେ ପଡିଗଲେ ଗାୟକ ଦିଲଜିତ
- ଯାଯାବର ଗଣହତ୍ୟା ମାମଲା, ୭ ଗିରଫ
- ବଙ୍ଗୋପସାଗରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି, ଆଇଏମଡିର ସତର୍କ ସୂଚନା ଜାରି
- ମାଓ କ୍ୟାମ୍ପ ଠାବ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
- ହାତୀଙ୍କ ଉତ୍ପାତ, ଯୁବକଙ୍କୁ ଦଳିଦେଲେ ୫୧ ଟିକିଆ ହାତୀ ପଲ
- ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ ଧକ୍କାରେ ୩ ମୃତ
- ଘରୋଇ କଳହକୁ ନେଇ ବିଷ ପିଇଲେ ୨ ଭଉଣୀ
- ଆଜି ଭାଙ୍ଗିବନି ବୈକୁଣ୍ଠଧାମ ସେବାଶ୍ରମ, ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ
- ଋଷର ପ୍ରତିଶୋଧ, ୟୁକ୍ରେନ ଉପରେ କଲା ହାଇପରସୋନିକ୍ ବାଲାଷ୍ଟିକ୍ ମିଜାଇଲ୍ ମାଡ଼
Comments are closed.