Latest Odisha News

BREAKING NEWS

[ଭିଡିଓ] ଶ୍ୱଶୁର ବୋହୁଙ୍କୁ ନେଇ ଭଦ୍ରମୁଖା ସମାଜର ଲଜ୍ୟାକର ଅଭିଯୋଗ

ଭଦ୍ରକ: ଦିନକୁଦିନ ଲୋକଙ୍କ ଚିନ୍ତାଧାରା ନିମ୍ନଗାମୀ ହେବାରେ ଲାଗିଛି । ପ୍ରତିଦିନ ସାମ୍ନାକୁ ଆସୁଛି କିଛି ନା କିଛି ଲଜ୍ଜାକାର ଅଭିଯୋଗ । ଭଦ୍ରକ ଧୁଷୁରୀ ଥାନା ଅନ୍ତର୍ଗତ ବମକୁରା ଗାଁର ଗୋଟିଏ ପରିବାରକୁ ଗାଁ ଲୋକଙ୍କ ସନ୍ଦେହ ମନୋବୃତ୍ତି ମହଙ୍ଗା ପଡିଛି । ଶ୍ୱଶୁର ବୋହୁଙ୍କ ବିରୋଧରେ ଆସିଛି ଅନୈତିକ ସଂପର୍କ ଅଭିଯୋଗ । ଫଳରେ ଏହି ନିର୍ଦ୍ଦୋଷ ପରିବାର ନିଜ ଭିଟାମାଟି ଛାଡିବାକୁ ବାଧ୍ୟ ହୋଇଛି ।

Leave A Reply

Your email address will not be published.