Latest Odisha News

BREAKING NEWS

ରାଜ୍ୟରେ ଉପରମୁଁହା କରୋନା ଗ୍ରାଫ: ୨୪ ଘଣ୍ଟାରେ ୧୬୦୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗମ୍ଭୀର ହେଉଛି କରୋନା ସ୍ଥିତି । ଚିନ୍ତା ବଢ଼ାଉଛି ସ୍ଥାନୀୟ ସଂକ୍ରମଣ । ରାଜ୍ୟରେ ଆଜି ମଧ୍ୟ ୧୫୦୦ ପାର ହୋଇଛି କରୋନା ପଜିଟିଭଙ୍କ ସଂଖ୍ୟା । ଆଜି ଚିହ୍ନଟ ହୋଇଛନ୍ତି ୧୬୦୨ ଜଣ କରୋନା ପଜିଟିଭ ଚିହ୍ନଟ।

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନ୍ କେନ୍ଦ୍ରରୁ ୯୯୩ ଜଣ ଚିହ୍ନଟ ହୋଇଥିବାବେଳେ ୬୦୯ ଲୋକାଲ କେସ୍ ରହିଛି।

ଓଡିଶାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୩୪୭୯ ରେ ପହଞ୍ଚିଛି । ସେଥିମଧ୍ୟରେ ୧୨୭୩୭ ଟି ସକ୍ରିୟ ମାମଲା ରହିଛି । ଆଉ ୭୭୨ ନୂଆ ଆରୋଗ୍ୟଙ୍କ ସହ ମୋଟ୍ ୨୦୫୧୭ରେ ପହଞ୍ଚିଛି ମୋଟ ସୁସ୍ଥ ସଂଖ୍ୟା।

କେଉଁ ଜିଲ୍ଲାରୁ କେତେ ଜାଣନ୍ତୁ…

Leave A Reply

Your email address will not be published.