Latest Odisha News

BREAKING NEWS

କଳିଙ୍ଗରେ କମାଲ୍ କଲା ଭାରତ; ନେଦରଲାଣ୍ଡ ୫-୨ ଗୋଲରେ ପରାସ୍ତ

ଭୁବନେଶ୍ୱର: ସ୍ପୋର୍ଟସ ସିଟି ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ ଘରୋଇ ଦର୍ଶକଙ୍କ ଭରପୁର ଉତ୍ସାହରେ ଭାରତୀୟ ହକି ଦଳ ନେଦରଲାଣ୍ଡ ଦଳକୁ ୫-୨ ଗୋଲରେ ପରାସ୍ତ କରିଛି । ଏଫଆଇଏଚ ପ୍ରୋ-ହକି ଲିଗର ଏକ ମ୍ୟାଚରେ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଆଜି ଖେଳ ଅନୁÂିତ ହୋଇଥିଲା ।

ଭାରତ ପକ୍ଷରୁ ଖେଳର ୧ମ ମିନିଟରେ ଗୁରୁଜନ୍ତ ସିଂହ ପ୍ରଥମ ଗୋଲ୍ ସ୍କୋର କରିଥିଲେ । ରୁପିନ୍ଦର ପାଲ ସିଂହ ଦୁଇଟି ଗୋଲ୍, ମନଦୀପ ସିଂହ ଏବଂ ଲଳିତ ଉପାଧ୍ୟାୟ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ ।

Leave A Reply

Your email address will not be published.