ମୁମ୍ବାଇ: ୱାଙ୍ଖେଡେ଼ ଷ୍ଟାଡ଼ିୟମଠାରେ ଅନୁÂିତ ହୋଇଥିବା ଚୂଡ଼ାନ୍ତ ଟି-୨୦ ମ୍ୟାଚରେ ଭାରତ ୱେଷ୍ଟଇଣ୍ଡିଜକୁ ୬୭ ରନରେ ପରାସ୍ତ କରି ବୃହତ ବିଜୟ ହାସଲ କରିପାରିଛି । ଭାରତ ଏହି ବିଜୟ ସହିତ ଶୃଙ୍ଖଳାକୁ ୨-୧ରେ ହାତେଇବାରେ ସକ୍ଷମ ହୋଇଛି ।
India win by 67 runs!
Kieron Pollard’s 68 wasn’t enough in the end, and Deepak Chahar’s 2/20 sealed victory for the hosts.#INDvWI | SCORECARD ? https://t.co/hzZBfxxDeP pic.twitter.com/wBbGgzFONZ
— ICC (@ICC) December 11, 2019
ଭାରତର ବିଶାଳ ଟାର୍ଗେଟ ୨୪୧ ରନକୁ ସାମ୍ନା କରିନପାରି ୱେଷ୍ଟଇଣ୍ଡିଜ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ କରିପାରିଛି ୧୭୩ ରନ୍ ।
ଭାରତ ପକ୍ଷରୁ ଚହର, ଭୁବନେଶ୍ୱର କୁମାର, ସାମି ଓ କୁଲଦୀପ ଯାଦବ ସମସ୍ତେ ୨ଟି କରି ୱିକେଟ ଅକ୍ତିଆର କରିପାରିଛନ୍ତି ।
ୱେଷ୍ଟଇଣ୍ଡିଜ ପକ୍ଷରୁ କପ୍ତାନ କିରଣ ପୋଲାଡର଼୍ ୬୮ ରନ ଏବଂ ହେଟମେୟର୍ ୪୧ ରନ କରିଥିଲେ ।
Comments are closed.