ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ବୁଧବାର ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତର ୧୮ଜଣିଆ ଟେଷ୍ଟ ଟିମ ଘୋଷଣା କରାଯାଇଛି । ଏହି ଗସ୍ତରେ ଉଭୟ ଦେଶ ମଧ୍ୟରେ ୩ଟି ଲେଖାଁଏ ଟେଷ୍ଟ ଏବଂ ଦିନିକିଆ ମ୍ୟାଚ ଖେଳାଯିବ । ଦିନିକିଆରେ ରୋହିତ ଶର୍ମା ଦଳର ନେତୃତ୍ୱ ନେବେ । ପ୍ରଥମ ଟେଷ୍ଟ ୨୬ ଡିସେମ୍ବରରୁ ସେଂଚୁରିଆନରେ ଖେଳାଯିବ । ଦ୍ୱିତୀୟ ଟେଷ୍ଟ ୩ ଜାନୁୟାରୀରୁ ଏବଂ ତୃତୀୟ ମ୍ୟାଚ ୧୧ରୁ ଜାନୁୟାରୀରୁ ଜୋହାନ୍ସବର୍ଗରେ ଖେଳାଯିବ । ଦିନିକିଆ ମ୍ୟାଚ ୧୯ରୁ ୨୩ ଜାନୁୟାରୀ ମଧ୍ୟରେ ଖେଳାଯିବ । ପ୍ରଥମ ୨ଟି ଦିନିକିଆ ପର୍ଲ ଓ ତୃତୀୟ ମ୍ୟାଚ କେପଟାଉନରେ ଖେଳାଯିବ ।
ଟିମ ଇଣ୍ଡିଆ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), କେଏଲ ରାହୁଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, ଶ୍ରେୟାଶ ଆୟାର, ହନୁମା ବିହାରୀ, ରିଷଭ ପନ୍ତ, ରିଦ୍ଧିମାନ ଶାହ, ଆର.ଅଶ୍ୱୀନ, ଜୟନ୍ତ ଯାଦବ, ଈଶାନ୍ତ ଶର୍ମା, ମହମ୍ମଦ ସାମି, ଉମେଶ ଯାଦବ, ଯଶପ୍ରୀତ ବୁମରାହ, ଶାର୍ଦ୍ଦୁଳ ଠାକୁର ଓ ମହମ୍ମଦ ସିରାଜ ।
BREAKING NEWS
- Assam Aassembly Elections 2026: ଆସାମ ନିର୍ବାଚନ ପୂର୍ବରୁ ‘ମହାଗଠବନ୍ଧନ’ ଘୋଷଣା, ହାତ ମିଶାଇଲେ କଂଗ୍ରେସ ଏବଂ ରାଇଜୋର ଦଳ
- India behind Pakistan in Happiness: ଭାରତଠୁ ଅଧିକ ଖୁସିରେ ଅଛି ପାକିସ୍ତାନ
- ଆଜି ବିଶ୍ଵ ପଖାଳ ଦିବସ: ପ୍ରତିଟି ଓଡ଼ିଆଙ୍କ ପ୍ରିୟ ପଖାଳ ସେବନ କରନ୍ତି ମହାପ୍ରଭୁ
- Weather Update: ଆସୁଛି ବଡ଼ ବର୍ଷା: ଏହି ସବୁ ଜିଲ୍ଲାକୁ ଆଲର୍ଟ
- ଖୁବଶୀଘ୍ର ସରୁଛି ଯୁଦ୍ଧ, ଜିତୁଛି ଇସ୍ରାଏ: ପ୍ରଧାନମନ୍ତ୍ରୀ ନେତାନ୍ୟାହୁ
- ସରକାରଙ୍କ ବଡ଼ ନିଷ୍ପତ୍ତି, ଇ-ଚାଲାଣରେ ୫୦ ପ୍ରତିଶତ ରିହାତି
- ଗଛରେ ପିଟିହେଲା ହେଲା କାର୍; ୨ ମୃତ
- ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଓରେଡା ସହକାରୀ ନିର୍ଦ୍ଦେଶକ
- ଗ୍ରୀଷ୍ମ ପ୍ରବାହ ପ୍ରସ୍ତୁତିକୁ ନେଇ ସମୀକ୍ଷା ବୈଠକ; ପ୍ରଭାବିତ ଅଞ୍ଚଳରେ ହେବ ମଡେଲ୍ କୁଲିଂ ସେଲଟରର ବ୍ୟବସ୍ଥା
- ଡାଲମାରୁ ବାହାରିଲା ବିଷାକ୍ତ ସାପ, ୪୦ ଅସୁସ୍ଥ
Comments are closed.