Latest Odisha News

BREAKING NEWS

ଭାରତକୁ 22 ସ୍ବର୍ଣ୍ଣ, 16 ରୈାପ୍ୟ ସହ ଚତୁର୍ଥ ସ୍ଥାନ

ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଏଥର 22ଟି ସ୍ବର୍ଣ୍ଣ ପଦକ ହାସଲ କରିଛି । ଏହା ସହ 16ଟି ରୈାପ୍ୟ ଏବଂ 23ଟି କାଂସ୍ୟ ପଦକ ହାସଲ କରି ମୋଟ 61 ପଦକ ସହ 4ର୍ଥ ସ୍ଥାନରେ ରହିଛି ।

ଅଷ୍ଟ୍ରେଲିଆ ଏକ ନମ୍ବର ସ୍ଥାନ ବଜାୟ ରଖିଥିବା ବେଳେ ଦୁଇ ନମ୍ବରରେ ଇଂଲଣ୍ଡ ଏବଂ 3 ନମ୍ବରରେ କାନାଡା  ରହିଛନ୍ତି ।

ଅଷ୍ଟ୍ରେଲିଆ 67 ଟି ସ୍ବର୍ଣ୍ଣ ସହ  57 ଟି ରୈାପ୍ୟ ଏବଂ 54 ଟି କାଂସ୍ୟ ପଦକ ସହ ପ୍ରଥମ ସ୍ଥାନରେ ରହିଛି । ସେହିପରି ଇଂଲଣ୍ଡ 57 ଟି ସ୍ବର୍ଣ୍ଣ ସହ  66  ରୈାପ୍ୟ ଏବଂ 53 ଟି କାଂସ୍ୟ ପଦକ ହାସଲ କରିଛି । ସେହିପରି କାନାଡା 26 ଟି ସ୍ବର୍ଣ୍ଣ,  32  ଟି ରୈାପ୍ୟ, 34 ଟି କାଂସ୍ୟ ପଦକ ସହ 3ୟ ସ୍ଥାନରେ ରହିଛି ।

 

 

 

 

Leave A Reply

Your email address will not be published.