Latest Odisha News

BREAKING NEWS

Browsing Tag

England

ଆଜି ଠାରୁ ହାଇଦ୍ରାବାଦ ଟେଷ୍ଟ, ଘରୋଇ ଦଳର ଏଭଳି ରହିଛି ରେକର୍ଡ

ହାଇଦ୍ରାବାଦ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ଟିକିଆ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଆରମ୍ଭ ହେବ। ୬ ବର୍ଷ ପରେ ହାଇଦ୍ରାବାଦରେ ଏକ ଆନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ଶେଷ ଥର ପାଇଁ ଟିମ୍ ଇଣ୍ଡିଆ ୨୦୧୮ରେ…

ପାକିସ୍ତାନକୁ ୫ ୱିକେଟରେ ହରାଇ ଦ୍ୱିତୀୟଥର ପାଇଁ ଇଂଲଣ୍ଡ ବିଶ୍ୱକପ୍ ଚାମ୍ପିଅନ୍

ମେଲବର୍ଣ୍ଣ: ମେଲବର୍ଣ୍ଣରେ ଧୂଳିସାତ୍ ହୋଇ ଯାଇଛି ପାକିସ୍ତାନର ସ୍ୱପ୍ନ । ଟି-ଟ୍ୱେଣ୍ଟି ବିଶ୍ୱକପ୍ ଫାଇନାଲରେ ପାକିସ୍ତାନକୁ ୫ ୱିକେଟରେ ହରାଇଁ ଇଂଲଣ୍ଡ ବିଶ୍ୱ ଚାମ୍ପିଅନ୍ ହୋଇଛି । ଇଂଲଣ୍ଡ ଦ୍ୱିତୀୟ ଥର ପାଇଁ ଟି-ଟ୍ୱେଣ୍ଟି ବିଶ୍ୱ ବିଜେତା ହୋଇଛି । ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ ୪୯…

ଭାରତକୁ 22 ସ୍ବର୍ଣ୍ଣ, 16 ରୈାପ୍ୟ ସହ ଚତୁର୍ଥ ସ୍ଥାନ

ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଏଥର 22ଟି ସ୍ବର୍ଣ୍ଣ ପଦକ ହାସଲ କରିଛି । ଏହା ସହ 16ଟି ରୈାପ୍ୟ ଏବଂ 23ଟି କାଂସ୍ୟ ପଦକ ହାସଲ କରି ମୋଟ 61 ପଦକ ସହ 4ର୍ଥ ସ୍ଥାନରେ ରହିଛି । https://twitter.com/ddsportschannel/status/1556630681026891781 ଅଷ୍ଟ୍ରେଲିଆ ଏକ…

ଇଂଲଣ୍ଡର ମାଞ୍ଚେଷ୍ଟରଠାରେ ରଥଯାତ୍ରା ଆୟୋଜନ

ମାଞ୍ଚେଷ୍ଟର: ଇଂଲଣ୍ଡର ତୃତୀୟ ବୃହତ୍ତମ ମହାନଗର ମାଞ୍ଚେଷ୍ଟରଠାରେ ରଥଯାତ୍ରା ଉତ୍ସବ ଖୁବ ଯାକଜକମ ଓ ଜୋରଦାର ଢଙ୍ଗରେ ପାଳନ କରାଯାଇଛି । ଏହି ଉପଲକ୍ଷେ ସକାଳୁ ଚାରି ଦିଅଁ ବିରାଜମାନ କରୁଥିବା ଗୀତାଭବନ ଠାରେ ମୁଖ୍ୟ ପୂଜାରୀ ପଣ୍ଡିତ ଶ୍ୟାମ ସୁନ୍ଦର ଶର୍ମାଙ୍କର ତତ୍ତ୍ଵାବଧାନରେ ସ୍ୱତନ୍ତ୍ର…

ଦ୍ବିତୀୟ ପାଳିରେ ଭାରତ ତୃତୀୟ ଦିନ ସୁଦ୍ଧା 125/3

ଓଡ଼ିଶା ସମ୍ବାଦ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟ୍‌ରେ ଭାରତ କ୍ରମାଗତ ଭାବେ ଭଲ ପ୍ରଦର୍ଶନ ଜାରି ରଖିଛି। ଦ୍ବିତୀୟ ପାଳିରେ ଭାରତ 3 ଉଇକେଟ ହରାଇ 125 ରନ କରିଛି । ଚେତେଶ୍ବର ପୂଜାରା 50 ରନ କରି ଅପରାଜିତ ଅଛନ୍ତି । ଋଷଭ ପନ୍ତ 30 ରନ କରି ଅପରାଜିତ ଅଛନ୍ତି । ଦ୍ବିତୀୟ…

ଲର୍ଡ୍ସରେ ଇଂଲଣ୍ଡ ଖେଳାଳି ବଲ ଟ୍ୟାମ୍ପରିଂ କରୁଥିବା ନେଇ ସନ୍ଦେହ !

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ଖେଳାଳି ବଲ ଟ୍ୟାମ୍ପରିଂ କରୁଥିବା ସନ୍ଦେହ ଉପୁଜିଛି । ୪ର୍ଥ ଦିବସରେ ଆୟୋଜକ ଦଳର କେତେକ ଖେଳାଳି ବଲକୁ ସ୍ପାଇକରେ ଘସୁଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏ ସମ୍ପର୍କୀତ ଫଟୋ ଶେୟାର ହେବା ପରେ ଏବେ…

ୟୁରୋ କପ ଫୁଟବଲ ଫାଇନାଲର ଟିକେଟ ବ୍ଲାକ ହେଉଛି ୫୬ ଲକ୍ଷରେ!

ଲଣ୍ଡନ: ୟୁରୋକପ ଫୁଟବଲର ଫାଇନାଲ ମ୍ୟାଚ ଇଂଲଣ୍ଡ ଏବଂ ଇଟାଲୀ ମଧ୍ୟରେ ରବିବାର ବିଳମ୍ବିତ ରାତିରେ ଖେଳାଯିବ । ଇଂଲଣ୍ଡ ଫାଇନାଲରେ ପ୍ରବେଶ କରିଥିବାରୁ ଟିକେଟ ରେଟ ଆକାଶଛୁଆଁ ହୋଇଛି । ଟିକେଟ ଇ-କମର୍ସ ୱେବସାଇଟାରେ ଏହା ୫୬ ଲକ୍ଷ ପର୍ଯ୍ୟନ୍ତ ବ୍ଲାକ ହେଉଛି । ୩୦ ହଜାର ଟଙ୍କା ମୂଲ୍ୟର ଟିକେଟ…

ଇଂଲଣ୍ଡ କ୍ରିକେଟ ଦଳର ୩ ଖେଳାଳି ସମେତ ୭ ଷ୍ଟାଫ କରୋନା ସଂକ୍ରମିତ, ବିପଦ ଘନେଇଲା ଭାରତ ବିପକ୍ଷ ସିରିଜ ଉପରେ

ଲଣ୍ଡନ: ପାକିସ୍ତାନ ବିପକ୍ଷ କ୍ରିକେଟ ସିରିଜ ଅବସରରେ ଇଂଲଣ୍ଡର ୩ ଖେଳାଳିଙ୍କ ସମେତ ୭ ଷ୍ଟାଫ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସଂକ୍ରମିତ ଖେଳାଳି ଏବଂ ଷ୍ଟାଫଙ୍କୁ ଆଇସୋଲେଶନରେ ରଖାଯାଇଛି । ପାକିସ୍ତାନ ବିପକ୍ଷ ସିରିଜ ପରେ ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ…

ବିଶ୍ୱର ବୃହତ୍ତମ କ୍ରିକେଟ୍ ଷ୍ଟାଡିୟମରେ କିଏ ଖେଳିବ ପ୍ରଥମେ ?

ନୂଆଦିଲ୍ଲୀ: ଗୁଜରାଟ ଅହମଦାବାଦର ମୋଟେରା କ୍ରିକେଟ୍ ଷ୍ଟାଡିୟମ । ବିଶ୍ୱରେ ସବୁଠୁ ବଡ । ଏହି ଷ୍ଟାଡିୟମରେ ପ୍ରଥମେ ଏକ ଦିନରାତି ଗୋଲାପି ବଲ୍ ଟେଷ୍ଟ କ୍ରିକେଟ୍ ମ୍ୟାଚ୍‌ର ଆୟୋଜନ ହେବ । ଯେଉଁଥିରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ । ନିକଟରେ ଏ ନେଇ ଖୋଦ ବିସିସିଆଇ ପ୍ରେସିଡେଣ୍ଟ…