ଖ୍ରୀଷ୍ଟଚର୍ଚ୍ଚ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ଓଭରାଲ ୯୭ ରନର ଅଗ୍ରଣୀ ହାସଲ କରିଛି । ଭାରତ ପ୍ରଥମ ଇନିଂସରେ ୨୪୨ ରନ କରିଥିଲା । ଜବାବରେ ଘରୋଇ ଦଳ ଟିମ୍ ଇଣ୍ଡିଆ ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ୨୩୫ ରନରେ ଅଲଆଉଟ ହୋଇଯାଇଥିଲା । ଟମ ଲାଥାମ ୫୨ ରନର ଇନିଂସ ଖେଳିଥିଲେ ।
ଭାରତ ପକ୍ଷରୁ ମହମ୍ମଦ ସାମି ୪ଟି, ଯଶପ୍ରୀତ ବୁମରାହ ୩ଟି ଓ ରବୀନ୍ଦ୍ର ଜାଡେଜା ୨ଟି ଉଇକେଟ ଅକ୍ତିଆର କରିଥିଲେ । ଦ୍ୱିତୀୟ ଇନିଂସରେ ଭାରତ ୬ ଉଇକେଟ ହରାଇ ୯୦ ରନ ସଂଗ୍ରହ କରିଛି । ଚେତେଶ୍ୱର ପୂଜାରା ୨୪ ରନ କରିଥିଲେ । ନ୍ୟୁଜିଲାଣ୍ଡ ତରଫରୁ ଟ୍ରେଂଟ ବୋଲ୍ଟ ସବୁଠାରୁ ସଫଳ ବୋଲର ଭାବେ ୩ଟି ଉଇକେଟ ଅକ୍ତିଆର କରିଛନ୍ତି । ଅଧିନାୟକ ବିରାଟ କୋହଲି ପୁର୍ନବାର ବ୍ୟାଟିଂରେ ନିରାଶ କରିଛନ୍ତି ।
BREAKING NEWS
- ବ୍ରହ୍ମବରଦା ବଜାରରେ ଭୟାବହ ଅଗ୍ନିକାଣ୍ଡ; ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପାଉଁଶ
- ୨୬ତମ ସର୍ବଭାରତୀୟ ପୋଲିସ ସୁଟିଂ ପ୍ରତିଯୋଗିତା; ଦ୍ୱିତୀୟ ସ୍ଥାନ ଅଧିକାର କଲା ଓଡ଼ିଶା ପୋଲିସ
- ରତ୍ନ ଭଣ୍ଡାର ଗଣତି ମଣତିକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଲେ ପୁରୀ ଶଙ୍କରାଚାର୍ଯ୍ୟ
- ଏପ୍ରିଲ ୩ ଯାଏଁ ରାଜ୍ୟରେ କାଳବୈଶାଖୀ: ୪୦ରୁ ୫୦ କିମି ଯାଏଁ ରହିବ ପବନର ବେଗ
- ଆଇପିଏଲ୍ ୨୦୨୬: ଆରସିବି ରଚିଲା ଇତିହାସ, ଏସ୍ଆର୍ଏଚ୍କୁ ୬ ୱିକେଟ୍ରେ ଦେଲା ମାତ୍
- ବ୍ରାଉନସୁଗାର କାରବାର ନେଇ ଜଣେ ଗିରଫ;୬୧ ଗ୍ରାମ ବ୍ରାଉନସୁଗାର ସହ ବେଆଇନ ବନ୍ଧୁକ ଜବତ
- ରେୟମଣ୍ଡର ପୂର୍ବତନ ଚେୟାରମ୍ୟାନ୍ ବିଜୟପତ୍ ସିଂହାନିଆଙ୍କର ପରଲୋକ
- ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ବେଳେ ବନବିଭାଗ କର୍ମଚାରୀଙ୍କୁ ମାଡ଼;ଥାନାରେ ଲିଖିତ ଅଭିଯୋଗ
- PM Modi talks with Saudi: ‘ଆମେ ଏଥିରେ ସହମତ ହୋଇଥିଲୁ…’, ପ୍ରଧାନମନ୍ତ୍ରୀ ମୋଦୀ ସାଉଦି ପ୍ରିନ୍ସଙ୍କ ସହ କ’ଣ ଆଲୋଚନା କଲେ ଜାଣନ୍ତୁ
- ସରକାରୀ କର୍ମଚାରୀ ପଢ଼ିବେ AI ଓ ସାଇବର ସୁରକ୍ଷା ପାଠ…
Comments are closed.