ନୂଆଦିଲ୍ଲୀ: ଦେଶରେ କେତେବେଳେ ବଢୁଚି ତ ପୁଣି କେବେ କମୁଛ ଦୈନିକ କରୋନା କେସ୍ । ଏଣିକି ପ୍ରତିଦିନ ୫୦ ହଜାରରୁ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ସଂକ୍ରମିତ ହୋଇଛନ୍ତି ଆଉ ୪୧ ହଜାର ୩୨୨ ଜଣ । ଦେଶରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୯୩ଲକ୍ଷ ୫୧ହଜାର ୧୧୦ ।
ମହାମାରୀରେ ଲକ୍ଷେ ୩୬ ହଜାର ମୃତ୍ୟୁ
ଦେଶରେ ଲକ୍ଷେ ୩୬ ହଜାର ଟପିଛି କରୋନା ଜନିତ ମୃତ୍ୟୁସଂଖ୍ୟା । ଏବେ ଦୈନିକ ମୃତ୍ୟୁସଂଖ୍ୟା ୫୦୦ରୁ କମ୍ ରହୁଛି । ଗତ ୨୪ ଘଣ୍ଟାରେ କରୋନାରେ ପ୍ରାଣ ହରାଇଛନ୍ତି ଆଉ ୪୮୫ ସଂକ୍ରମିତ । ମୋଟ୍ ମୃତ୍ୟୁସଂଖ୍ୟା ୧ଲକ୍ଷ ୩୬ହଜାର ୨୦୦ ଛୁଇଁଛି । ଦେଶରେ ମୃତ୍ୟୁହାର ରହିଛି ୧.୪୬% ।
କରୋନାରୁ ୯୩% ଆକ୍ରାନ୍ତ ସୁସ୍ଥ
ଦେଶରୁ ୯୩ ପ୍ରତିଶତରୁ ଅଧିକ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୪୧ହଜାର ୪୫୨ ଆକ୍ରାନ୍ତ ଆରୋଗ୍ୟା ଲାଭ କରିଛନ୍ତି । ମୋଟ୍ ସୁସ୍ଥ ସଂଖ୍ୟା ୮୭ଲକ୍ଷ ୫୯ହଜାର ୯୬୯ । ଦେଶରେ ଆକ୍ଟିଭ୍ କେସ୍ ରହିଛି ୪ଲକ୍ଷ ୫୪ହଜାର ୯୪୦ ।
BREAKING NEWS
- ହିଣ୍ଡାଲ୍କୋର ମୀନାକ୍ଷୀ କୋଇଲା ଖଣି ପାଇଁ ଜନଶୁଣାଣି; ମିଳିଲା ପ୍ରବଳ ଜନ ସମର୍ଥନ
- ବୁଡ଼ିଲା ପୋଲ..ମାଲକାନଗିରି -କାଲିମେଳା ଯୋଗାଯୋଗ ବିଚ୍ଛିନ୍ନ;ଏପଟେ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
- ଆସୁଛି ପାର୍ବଣ ଋତୁ… ବିଦ୍ୟୁତ ସୁରକ୍ଷା ନେଇ ସତର୍କତାମୂଳକ ନିର୍ଦ୍ଦେଶାବଳୀ ଜାରି କଲା ଟିପିଏସ୍ଓଡିଏଲ୍
- ଗୋଡ଼ ବାରମ୍ବାର ଝିମ୍ଝିମ୍ ହେଉଛି କି? ପିମ୍ପୁଡ଼ି ଚାଲିଲା ଭଳି ଲାଗୁଥିଲେ ଜାଣନ୍ତୁ ପ୍ରକୃତ କାରଣ ଓ ଘରୋଇ ଉପଚାର
- ଅଣ୍ଡା ଚୋପା ଛଡ଼ାଇବାରେ ହେଉଛି କି ଅସୁବିଧା? ପାଣିରେ ମିଶାନ୍ତୁ ଏହି ଗୋଟିଏ ଜିନିଷ, ସହଜରେ ବାହାରି ଆସିବ ଚୋପା
- ରିଲ୍ସ କରି ବନ୍ଧା ହେଲେ ୮ ଜଣ; ହାତରେ ଛୁରି ଧରି ଭିଡ଼ିଓ…
- ବିଶ୍ୱ ବାଣିଜ୍ୟ ପାଇଁ ସମୁଦ୍ର ପଥର ସୁରକ୍ଷା ଜରୁରୀ: ବ୍ରିକ୍ସ ମଞ୍ଚରୁ ଆମେରିକା ଓ ଇରାନକୁ ମୋଦିଙ୍କ ପରୋକ୍ଷ ବାର୍ତ୍ତା
- ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ମାଗିଲେ ତେଲକୋଇ ବିଧାୟକ ଫକୀର ମୋହନ ନାଏକ
- ରାଜସ୍ୱ ପର୍ଷଦର ନୂଆ ୱେବସାଇଟ୍ ଲୋକାର୍ପିତ: ମାମଲା ଫଇସଲା ହେବ ତ୍ୱରିତ ଓ ସ୍ୱଚ୍ଛ
- ବନ୍ଦେ ମାତରମ୍ ବିବାଦ:କଂଗ୍ରେସ ଉପରେ ବର୍ଷିଲେ ଓମାର ଅବଦୁଲ୍ଲା

Comments are closed.