Latest Odisha News

BREAKING NEWS

Browsing Tag

India New Covid Positive Cases

ଦେଶରେ ଆଜି ସବୁ ରେକର୍ଡ ଟପିଗଲା କରୋନାର ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: କରୋନା ମାରୁଛି ଲମ୍ବା ଲମ୍ଫ । ଦେଶରେ ସଂକ୍ରମଣର ନୂଆ ରେକର୍ଡ । ଦୈନିକ ସଂକ୍ରମଣ ଆଜି ସର୍ବୋଚ୍ଚ ସ୍ତର ଛୁଇଁଛି । ଦିନକରେ ଚିହ୍ନଟ ହୋଇଛନ୍ତି ଲକ୍ଷେ ୧୫ ହଜାର ନୂଆ ଆକ୍ରାନ୍ତ । ଯାହାକି ଦେଶରେ ମହାମାରୀ ଆରମ୍ଭ ହେବା ପରଠୁ ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ଗତ ୨୪ ଘଣ୍ଟାରେ…

ଦେଶରୁ ୨୪ ଘଣ୍ଟାରେ ୧୧ହଜାର କରୋନା ପଜିଟିଭ୍, ୮୪ ମୃତ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୭ଲକ୍ଷରୁ ଅଧିକ କୋଭିଡ୍ ଟେଷ୍ଟ ହୋଇଥିବା ବେଳେ ଚିହ୍ନଟ ହୋଇଛନ୍ତି ୧୧ହଜାର ୮୩୧ ନୂଆ ଆକ୍ରାନ୍ତ । ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୮ଲକ୍ଷ ୩୮ହଜାର ୧୯୪କୁ ବୃଦ୍ଧି ପାଇଛି । କମିଛି ଦୈନିକ ମୃତ୍ୟୁସଂଖ୍ୟା । ଏବେ…

ଦେଶରୁ ୨୪ ଘଣ୍ଟାରେ ୧୫ ହଜାର କରୋନା ପଜିଟିଭ୍ ଚିହ୍ନଟ, ୧୯ ହଜାର ସୁସ୍ଥ

ନୂଆଦିଲ୍ଲୀ: ଦେଶରେ କମିଛି ଦୈନିକ କରୋନା ସଂକ୍ରମଣ । ବଢୁଛି ସୁସ୍ଥଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରେ ୭ ଲକ୍ଷରୁ ଅଧି କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୧୫ହଜାର ୨୨୩ ନୂଆ ଆକ୍ରାନ୍ତ । ଏହି ସମୟରେ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ୧୯ହଜାର ୯୬୫ ସଂକ୍ରମିତ । ଦେଶରେ…

କମୁଛି କରୋନା କାୟା: ଦେଶରେ ୨%ରୁ କମ୍ ଆକ୍ଟିଭ୍ କେସ୍, ବଢୁଛି ସୁସ୍ଥହାର

ନୂଆଦିଲ୍ଲୀ: ଦେଶରେ ନିୟନ୍ତ୍ରଣକୁ ଆସୁଛି ମହାମାରୀ । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୫ହଜାର ୧୪୪ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୫ଲକ୍ଷ ୫୭ହଜାର ୯୮୫କୁ ବୃଦ୍ଧି ପାଇଛି । ବଢୁଛି ମୃତ୍ୟୁସଂଖ୍ୟା ।…

ଦେଶରେ ୧୨ ହଜାରକୁ ଖସିଲା ଦୈନିକ କରୋନା ପଜିଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଖସୁଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରେ ୮ ଲକ୍ଷରୁ ଅଧିକ କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୧୨ହଜାର ୫୮୪ ନୂଆ ଆକ୍ରାନ୍ତ । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୪ଲକ୍ଷ ୭୯ହଜାର ୧୭୯କୁ ବୃଦ୍ଧି ପାଇଛି ।…

ଦେଶରେ କୋଟିଏ ଟପିଲା କରୋନା ସୁସ୍ଥ ସଂଖ୍ୟା, ଅଢ଼େଇ ଲକ୍ଷରୁ କମ୍ ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ ଟିକାକରଣ ପୂର୍ବରୁ କରୋନା ଲଢ଼େଇରେ ଆସିଲା ଆଉ ଗୋଟିଏ ଖୁସି ଖବର । ଦେଶରେ କରୋନାରୁ ସୁସ୍ଥ ହେଲେଣି କୋଟିଏ ଆକ୍ରାନ୍ତ । ସୁସ୍ଥ ସଂଖ୍ୟା ଆଜି କୋଟିଏ ପାର କରିଛି । ବର୍ତ୍ତମାନ ସୁଦ୍ଧା ଦେଶରୁ ଆରୋଗ୍ୟ ଲାଭ କଲେଣି ୧କୋଟି ୧୬ହଜାର ୮୫୯ ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ସୁସ୍ଥ…

ଦେଶରେ କମୁଛି କରୋନା କାୟା: ୨୪ ଘଣ୍ଟାରେ ୧୬, ୫୦୫ ପଜଟିଭ୍

ନୂଆଦିଲ୍ଲୀ: ଦେଶରେ ଖସୁଛି ଦୈନିକ କରୋନା ଟ୍ରେଣ୍ଟ । ଗତ ୨୪ ଘଣ୍ଟାରେ ୭ଲକ୍ଷ ୩୫ ହଜାର କୋଭିଡ୍ ଚେଷ୍ଟ ହୋଇଥିବା ବେଳେ ଚିହ୍ନଟ ହୋଇଛନ୍ତି ୧୬ହଜାର ୫୦୫ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ନୂଆ ପଜିଟିଭ୍ ସଂଖ୍ୟା ୯ପ୍ରତିଶତ କମ୍ । ଏହାକୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି୍…

ଦେଶରୁ ଦିନକରେ ୪୧,୩୨୨ କରୋନା ପଜିଟିଭ, ୪୮୫ ମୃତ

ନୂଆଦିଲ୍ଲୀ: ଦେଶରେ କେତେବେଳେ ବଢୁଚି ତ ପୁଣି କେବେ କମୁଛ ଦୈନିକ କରୋନା କେସ୍ । ଏଣିକି ପ୍ରତିଦିନ ୫୦ ହଜାରରୁ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ସଂକ୍ରମିତ ହୋଇଛନ୍ତି ଆଉ ୪୧ ହଜାର ୩୨୨ ଜଣ । ଦେଶରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୯୩ଲକ୍ଷ ୫୧ହଜାର ୧୧୦ ।…

ଦେଶରେ ୯୨ ଲକ୍ଷ ଟପିଲା କରୋନା ସଂକ୍ରମଣ, ଲକ୍ଷେ ୩୪ ହଜାର ମୃତ

ନୂଆଦିଲ୍ଲୀ: ଦୀପାବଳି ପରେ ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ଅଚାନକ ଭାବରେ ବୃଦ୍ଧି ପାଉଛି । ପଜିଟିଭିଟି ରେଟ୍ ପୁଣି ଥରେ ବଢିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ଆଉ ୪୪ ହଜାର ୩୭୬ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୨ଲକ୍ଷ ୨୨ହଜାର ୨୧୭କୁ ବୃଦ୍ଧି ପାଇଛି ।…