ନୂଆଦିଲ୍ଲୀ: ଥମିବାର ନାଁ ଧରୁ ନାହିଁ ମାରାତ୍ମକ ଭୂତାଣୁ କରୋନା । ଦିନ କୁ ଦିନ ବ୍ୟାପିବାରେ ଲାଗିଛି କରୋନା ଭାଇରାସ । ଏହି ସଂକ୍ରମଣ ଯୋଗୁଁ ୨ ହଜାରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୭୭ ହଜାର ଲୋକେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏହାରି ଭିତରେ ଚୀନ୍ରେ ଥିବା ଶହେ ଜଣ ଭାରତୀୟଙ୍କୁ ଆଣିବା ପାଇଁ ଭାରତୀୟ ବାୟୁସେନାର ସ୍ପେଶାଲ ବିମାନ ସି ୧୭ ଗ୍ଲୋବମାଷ୍ଟର ଉହାନକୁ ଯିବ । ଏନେଇ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ମିଳିଛି ।
ସେଠାରେ ଫସିଥିବା ଭାରତୀୟଙ୍କୁ ସ୍ୱଦେଶ ଆଣିବା ସହ ଔଷଧ ଏବଂ ଖାଦ୍ୟ ସାମଗ୍ରୀକୁ ମଧ୍ୟ ପହଂଚାଇବ ଭାରତ । କିଛି ପଡୋଶୀ ଦେଶର ନାଗରିକଙ୍କୁ ମଧ୍ୟ ବିମାନରେ ଆଣାଯିବ ବୋଲି କୁହାଯାଇଛି । ବିମାନ ଚୀନ ଯିବାକୁ ଅନୁମତି ମଧ୍ୟ ମିଳି ସାରିଛି । ସୂଚନା ଯୋଗ୍ୟ ଯେ, ପୂର୍ବରୁ ଫେବୃଆରୀ ୧ ଓ ୨ ତାରିଖରେ ୬୪୭ ଭାରତୀୟଙ୍କୁ ଚାଇନାରୁ ସ୍ୱଦେଶ ଅଣାଯାଇଥିଲା ।
BREAKING NEWS
- Nandankanan Open: ସାଧାରଣତନ୍ତ୍ର ଦିବସରେ ଖୋଲା ରହିବ ନନ୍ଦନକାନନ
- ଦୁନିଆ ତୁଳନାରେ ଆମ ଦେଶର ପିଲା ହୋଇଯାଉଛନ୍ତି ଗେଡ଼ା, ସାମ୍ନାକୁ ଆସିଲା କାରଣ; ରିପୋର୍ଟରେ ବଡ଼ ଖୁିଲାସା
- ପୁଅର ବାହାଘର ପୂର୍ବରୁ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଲିଗଲା ବାପାର ଜୀବନ
- ବାହୁଦା ନଦୀରେ ବୁଡିଗଲେ ୨ ନାବାଳକ ଛାତ୍ର
- ଅପରେସନ୍ ଗୋ ରକ୍ଷକ: ଗୋ ମାଫିଆଙ୍କ ଆକାଉଣ୍ଟ ଓ ଲକର ହେଲା ଫ୍ରିଜ
- Airport issues advisory: ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀଙ୍କ ପାଇଁ ଆଡଭାଇଜରୀ ଜାରି; ଆଗୁଆ ପହଞ୍ଚିବା ସହ…
- Sabyasachi and Archita:ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଆସିଲା ଖୁସି ଖବର
- India Brazil Relations: ବ୍ରାଜିଲ ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ, ଖୁବ୍ଶୀଘ୍ର ଭାରତ ଗସ୍ତରେ ଆସିବେ…
- ଆସ୍ଥା ହରାଇଲେ ଗୁଡ଼ାରି ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀ ଶବର, ଅନାସ୍ଥା ସପକ୍ଷରେ ୧୬ ସଦସ୍ୟ
- ସନ୍ତୋଷ ଟ୍ରଫି ଫୁଟବଲ: ସଂଘର୍ଷପୂର୍ଣ୍ଣ ମୁକାବିଲାରେ ମେଘାଳୟଠାରୁ ହାରିଲା ଓଡିଶା
Comments are closed.