Latest Odisha News

BREAKING NEWS

[ଭାଇରାଲ୍ ଭିଡିଓ] ଜର୍ମାନୀରେ ପାକିସ୍ତାନୀଙ୍କୁ ଧୂଳି ଚଟେଇଲେ ଏକାକୀ ଭାରତୀୟ !

ଭୁବନେଶ୍ୱର: ଭାରତରେ ଏବେ ପ୍ରଶାନ୍ତ ଭେଙ୍ଗୁରେଲକର ନାମକ ଜଣେ ବ୍ୟକ୍ତି ଖୁବ ଚର୍ଚ୍ଚାରେ ରହିଛନ୍ତି । ତେବେ ଚର୍ଚ୍ଚା ପଛରେ କାରଣ ସାଜିଛନ୍ତି କିଛି ମୁର୍ଖ ପାକିସ୍ତାନୀ ଓ ଖଲିସ୍ତାନ ସମର୍ଥକ । ଫ୍ରାଙ୍କଫର୍ଟ, ଜର୍ମାନୀରେ ପାକିସ୍ତାନୀଙ୍କୁ ନିଜ ଜବାବ ଜରିଆରେ ମଜା ଚଖେଇଛନ୍ତି ପ୍ରଶାନ୍ତ । ଜର୍ମାନୀରେ ଭାରତ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ସ୍ଲୋଗାନ ଶୁଣି ପାକିସ୍ତାନୀଙ୍କୁ ପ୍ରଶାନ୍ତ କିଛି ଏମିତି କହିଥିଲେ, ଯାହାକୁ ଶୁଣି ସେମାନେ ରକ୍ତ ଚାଉଳ ଚୋବାଇବା ସହ ମାରିବାକୁ ବି ଉଦ୍ୟତ ହୋଇଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ୍ ହୋଇଛି ।

Leave A Reply

Your email address will not be published.