Latest Odisha News

BREAKING NEWS

ବିଶ୍ୱ ଚମ୍ପିୟାନ ହୋଇ ଇତିହାସ ରଚିଲେ ପି ଭି ସିନ୍ଧୁ, ଜିତିଲେ ବିଡ଼ବ୍ଲ୍ୟୁଏଫ ସ୍ୱର୍ଣ୍ଣ

ବାସେଲ୍ (ସ୍ୱିଜରଲ୍ୟାଣ୍ଡ): ଭାରତୀୟ ବ୍ୟାଡ଼ମିଣ୍ଟନ ତାରକା ପି ଭି ସିନ୍ଧୁ ପ୍ରଥମ ମହିଳା ଭାବେ ବିଶ୍ୱ ବ୍ୟାଡ଼ମିଣ୍ଟନ୍ ଚାମ୍ପିୟନସିପ ଫାଇନାଲ୍ ଜିତି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଗତ ତିନିଟି ବିଡ଼ବ୍ଲ୍ୟୁଏଫ ଫାଇନାଲରେ କ୍ରମାଗତ ଭାବେ ପ୍ରବେଶ କରିଥିଲେ ସିନ୍ଧୁ ।

ଏସିୟାନ ସିଲଭର୍ ମେଡ଼ାଲିଷ୍ଟ ସିନ୍ଧୁ ଫାଇନାଲ ମ୍ୟାଚରେ ଜାପାନର ନୋଜାମି ଓକୁହାରାଙ୍କୁ ସିଧାସଳଖ ୨୧-୭ ଓ ୨୧-୭ ସେଟରେ ପରାସ୍ତ କରିଛନ୍ତି ।

Leave A Reply

Your email address will not be published.