ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ପ୍ରଥମ ଟେଷ୍ଟରୁ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ତାଙ୍କ ସ୍ଥାନରେ ଅଧିନାୟକ ଦାୟିତ୍ୱ ସମ୍ଭାଳିବେ ଆଜିଙ୍କ୍ୟ ରାହାଣେ ।
ଦ୍ୱିତୀୟ ଟେଷ୍ଟରେ ସାମିଲ ହେବେ ବିରାଟ କୋହଲି । ରୋହିତ ଶର୍ମା ବି ପ୍ରଥମ ଟେଷ୍ଟ ଟିମରେ ନାହାନ୍ତି । ତାଙ୍କ ସହ ଯଶପ୍ରୀତ ବୁମରାହ, ମହମ୍ମଦ ସାମି, ସାର୍ଦ୍ଦୁଲ ଠାକୁରଙ୍କୁ ଦୁଇଟି ଟେଷ୍ଚ ପାଇଁ ବିଶ୍ରାମ ଦିଆଯାଇଛି ।
#TeamIndia squad for NZ Tests:
A Rahane (C), C Pujara (VC), KL Rahul, M Agarwal, S Gill, S Iyer, W Saha (WK), KS Bharat (WK), R Jadeja, R Ashwin, A Patel, J Yadav, I Sharma, U Yadav, Md Siraj, P Krishna
*Virat Kohli will join the squad for the 2nd Test and will lead the team. pic.twitter.com/FqU7xdHpjQ
— BCCI (@BCCI) November 12, 2021
ଭାରତୀୟ ଟିମ୍
ଆଜିଙ୍କ୍ୟ ରାହାଣେ (ଅଧିନାୟକ), ଲୋକେଶ ରାହୁଲ, ଚେତେଶ୍ୱର ପୂଜାରା (ଉପ-ଅଧିନାୟକ), ମୟଙ୍କ ଅଗ୍ରଓ୍ୱାଲ, ଶୁଭମନ୍ ଗିଲ, ଶ୍ରେୟସ ଆୟାର, ରିଦ୍ଧିମାନ ଶାହ (ଓ୍ୱିକେଟ କିପର), କେ, ଏସ୍, ଭାରତ (ଓ୍ୱିକେଟ କିପର), ରବୀନ୍ଦ୍ର ଜାଡେଜା, ଆର୍. ଅଶ୍ୱୀନ, ଅକ୍ଷର ପଟେଲ, ଜୟନ୍ତ ଯାଦବ, ଇଶାନ୍ତ ଶର୍ମା, ଉମେଶ ଯାଦବ, ମହମ୍ମଦ ସିରାଜ, ପ୍ରସିଦ୍ଧି କ୍ରିଷ୍ଣା
Comments are closed.