ଭୁବନେଶ୍ୱର: ବିହାରର ଅଧିକାଂଶ ପରୀକ୍ଷାରେ ହୋଇଥାଏ ଖୋଲାଖୋଲି ନକଲ । ଏ ନେଇ ଅନେକ ଭିଡିଓ ଓ ନ୍ୟୁଜ୍ ଆର୍ଟିକଲ ସାମ୍ନାକୁ ଆସିଛି । ହେଲେ ଏଥର ଏମିତି ଏକ ଭିଡିଓ ଭାଇରାଲ୍ ହୋଇଛି ଯାହାକୁ ଦେଖିଲେ ଆପଣ ବି ତାଜୁବ ହୋଇଯିବେ । ଜଣେ ପରୀକ୍ଷାର୍ଥୀ ପାଠ ପଢିବା ବଦଳରେ କପି ଚିଠା ଜରିଆରେ ଭଲ ମାର୍କ ରଖିବାକୁ ଚେଷ୍ଟା କରିଥିଲେ । ହେଲେ ଶେଷରେ ତାଙ୍କର ସବୁ ଯୋଜନା ଭଣ୍ଡୁର ହୋଇଥିଲା ।
BREAKING NEWS
- ଡୋନାଲ୍ଡ ଟ୍ରମ୍ପଙ୍କ ବଡ ଦାବି; ‘ମୁଁ ଭାରତ ଏବଂ ପାକିସ୍ତାନ ସମେତ ଅନେକ ଦେଶ ମଧ୍ୟରେ ପରମାଣୁ ଯୁଦ୍ଧକୁ ରୋକିଛି’
- Repo Rate Unchanged: RBI ରେପୋ ହାରରେ କଲାନି କୌଣସି ପରିବର୍ତ୍ତନ, ଧୂଳିସାତ EMI ରିଲିଫ୍ ଆଶା?
- Bharat Taxi: ଓଲା, ଉବରଙ୍କ ଛୁଟି! ଏଣିକି ୩୦% ପର୍ଯ୍ୟନ୍ତ ଶସ୍ତା ଭଡ଼ା…
- ଆଉ ରହିବ ନାହିଁ ଭଡ଼ାଟିଆଙ୍କ ଟେନସନ, ଗରିବଙ୍କୁ ଭଡ଼ାଘର ଦେବେ ସରକାର
- Weather Forecast: ପୁଣି ଥରାଇବ ଶୀତ, ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ!
- ଅଭିଷେକଙ୍କ ଜନ୍ମଦିନରେ ଏପରି ୱିଶ୍ କଲେ ଐଶ୍ୱର୍ଯ୍ୟା ରାୟ…ଦେଲେ ସ୍ପେଶାଲ୍ ନାଁ…ଇଣ୍ଟରନେଟ୍ ଅଶାନ୍ତ
- Earthquake: ଭୂମିକମ୍ପରେ ଥରିଲା ସିକ୍କିମ; ରିକ୍ଟର ସ୍କେଲରେ ଏହାର ତିବ୍ରତା…
- CM Public Grievance: ଫେବୃଆରୀ ୯ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି..
- ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ପୁଣି ବଢିଲା ଆବେଦନ ସମୟସୀମା…
- Maoist Killed: ସୁରକ୍ଷକର୍ମୀଙ୍କ ଗୁଳିଲେ ଟଳିଲା କୁଖ୍ୟାତ ମାଓବାଦୀ ଉଦ୍ଧମ ସିଂ
Comments are closed.