Latest Odisha News
Browsing Tag

bihar

ଆସ୍ଥା ଭୋଟ୍ ହାତେଇଲେ ନୀତୀଶ କୁମାର

ପାଟନା:ହଟଚମଟ ମଧ୍ୟରେ ବିହାର ରାଜନୀତିରେ ଆସ୍ଥା ଭୋଟ ହାତେଇଛନ୍ତି ନୀତୀଶ କୁମାର। ଫ୍ଲୋର ଟେଷ୍ଟ ପାଇଁ ସୋମବାର ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା। ତେବେ ଏହାରି ମଧ୍ୟରେ ଆସ୍ଥା ଭୋଟ୍ ତାଙ୍କ ସପକ୍ଷରେ ଯାଇଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ସହ ମିଶି ସରକାର ଗଢିବା ପରେ ଆଜି ବିଧାନସଭାରେ…

ବିହାର ରାଜନୀତି: ସୋନିଆଙ୍କୁ ଠକିଦେବେ କି କଂଗ୍ରେସ ବିଧାୟକ ! ଆକ୍ସନ ମୁଡ଼ରେ କଂଗ୍ରେସ

ନୂଆଦିଲ୍ଲୀ: ବିହାର ରାଜନୈତିକ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଗତକାଲି ଠାରୁ କଂଗ୍ରେସ ବିଧାୟକଙ୍କ ଫୋନ ବନ୍ଦ ରହିଥିବା ବେଳେ ଏହି ଘଟଣା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ମେଣ୍ଟ ସରକାର ଭାଙ୍ଗିବାକୁ ଥିବା ବେଳେ କଂଗ୍ରେସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି। ବିହାରରେ…

ବିହାରରେ ନକ୍ସଲ ଆକ୍ରମଣ ଉଦ୍ୟମ ପଣ୍ଡ, ପାଣ୍ଡ୍ରା ପାହାଡ଼ରୁ ଜବତ ହେଲା ବିପୁଳ ଅସ୍ତ୍ରଶସ୍ତ୍ର

ପାଟନା: ନକ୍ସଲଙ୍କ ଆକ୍ରମଣ ଉଦ୍ୟମ ପଣ୍ଡ କଲେ ସୁରକ୍ଷା ବାହିନୀ । ବିହାରର ଗୟାରେ ସୁରକ୍ଷା ବାହିନୀକୁ ମିଳିଛି ବଡ ସଫଳତା । ସର୍ଚ୍ଚ ଅପରେସନ ସମୟରେ ବିପୁଳ ପରିମାଣର ଗୁଳିଗୋଳା ଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ନକ୍ସଲ ସଂଗଠନଗୁଡ଼ିକ ସୁରକ୍ଷା ବାହିନୀ ବିରୋଧରେ ଏକ ବଡ଼ ଷଡ଼ଯନ୍ତ୍ର…

ପୋଲର ପିଲରରେ ଫସିଛି ୧୧ ବର୍ଷର ଛୁଆ, ୨୦ ଘଣ୍ଟା ହେଲା ଚାଲିଛି ଉଦ୍ଧାର କାର୍ଯ୍ୟ

ପାଟଣା: ୧୧ ବର୍ଷର ରଞ୍ଜନ । ପିଲାଟି ଦିନରୁ ରହିଛି ମାନସିକ ବିକୃତି । ରଞ୍ଜନ କଣ କରେ, କଣ କୁହେ ସେ ନିଜେ ବି ଜାଣି ପାରେନି । ବୁଧବାର ସକାଳୁ ରଞ୍ଜନ କେଉଁ ଆଡ଼େ ଗାଏବ ହୋଇ ଯାଇଥିବା ବେଳେ ପରିବାର ଲୋକ ବେଶ୍ ଖୋଜାଖୋଜି କରିଥିଲେ ହେଲେ ପାଇ ନଥିଲେ । ହଠାତ୍ ବ୍ରିଜ୍ ନିକଟରେ ଜଣେ ମହିଳା…

ଶ୍ୟାମଳ ରଙ୍ଗ ହୋଇଥିବାରୁ ବିବାହ କରିବାକୁ ମନା କଲା କନିଆ; ଶିଶୁପାଳ ହୋଇ ଫେରି ଆସିଲା ବର

ବିହାର : ଚାଲିଥିଲା ବିବାହ ମହୋତ୍ସୋବ । ବାଜୁଥିଲା ବାଜା । ଫୁଟୁଥିଲା ବାଣ ଆଉ ଏହି ଶଦ୍ଦରେ କମ୍ପି ଉଠୁଥିଲା ପୁରା ପରିବେଶ  । ଠିକ୍‌  ଏହି ସମୟରେ ପଡ଼ିଲା ଚହଳ । କନ୍ୟା ଘରେ ବର ପହଞ୍ଚିବା ପରେ ବିବାହ ପାଇଁ ଦୁହେଁ ବରଣମାଳ ପିନ୍ଧାଇବାକୁ ପ୍ରସ୍ତୁତ ହୋଇଥିଲେ  । ଏହି ସମୟରେ ହଠାତ୍‌…

ମୋଦିଙ୍କୁ ହଟାଇବାକୁ ନୀତିଶଙ୍କ ନକ୍ସା!

ଭୁବନେଶ୍ୱର: ଖୁବ ଶୀଘ୍ର ରୂପ ନେବ ବିରୋଧୀ ମେଣ୍ଟ। କଂଗ୍ରେସ ସମେତ ଦେଶର ଅନ୍ୟ ପ୍ରମୁଖ ବିରୋଧୀମାନେ ଗୋଟିଏ ସ୍ଥାନରେ ଏକାଠି ହୋଇ ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରିବେ। କର୍ଣ୍ଣାଟକ ନିର୍ବାଚନ ଫଳାଫଳ ପରେ ବିରୋଧୀଙ୍କ ଏହି ମହା ବୈଠକ ବସିବ। ତାହା ପୁଣି ବିହାରର ପାଟନାରେ। ଏଭଳି କିଛି…

ବିହାରରେ ପୁଣି ବିଷାକ୍ତ ମଦମୃତ୍ୟୁ ! ୬ରୁ ଅଧିକ ଲୋକଙ୍କ ସନ୍ଦେହଜନକ ମୃତ୍ୟୁ, ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ ନୀତିଶ

ବିହାରରେ ପୁଣି ଦେଖାଦେଇଛି ବିଷାକ୍ତ ମଦମୃତ୍ୟୁ ମାମଲା । ମଦ ନିଷିଦ୍ଧ ଥିବା ରାଜ୍ୟରେ ବିଷାକ୍ତ ମଦ ପିଇ ୬ରୁ ଅଧିକ ଲୋକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବା ଖବର ଆଗକୁ ଆସିବା ପରେ ସାରା ବିହାରରେ ଚାଞ୍ଚଲ୍ୟ ଖେଳିଯାଇଛି। ରାଜ୍ୟର ମୋତିହାରୀର ଏହି ଅଭବାବନୀୟ ଘଟଣା ଘଟିଥିବାବେଳେ ଅନ୍ୟ ୨୫ ଜଣ…

ବିହାରରୁ ୧୦ ଲକ୍ଷ ଟଙ୍କାର ନକଲି ଓ୨ ଔଷଧ ଜବତ କଲା ଓଡ଼ିଶା ଏସଟିଏଫ୍  

ଭୁବନେଶ୍ୱର: ଓଡ଼ିଶା ପୋଲିସର ଏସଟିଏଫର ଏକ ଟିମ୍ ବିହାରର ମୁଜାଫରପୁରରେ ବିପୁଳ ପରିମାଣର ନକଲି ଓ୨ (O2) ଔଷଧ ଜବତ କରିଛି । ସୂଚନା ଅନୁସାରେ, ଅତିରିକ୍ତ ଡ୍ରଗ୍ସ କଣ୍ଟ୍ରୋଲର କଟକ ସର୍କଲ-୧ ଧର୍ମଦେବ ପୁହାନ, ଡ୍ରଗ୍ସ ଇନ୍ସପେକ୍ଟର କଟକ ସର୍କଲ-୨ ତୁଷାର ରଞ୍ଜନ ପାଣିଗ୍ରାହୀ ଓ ଅତିରିକ୍ତ…

ଯାହା ପ୍ରେମରେ ପଡ଼ି ଫେରାର ହେଲେ ପତ୍ନୀ, ତାଙ୍କ ସ୍ତ୍ରୀକୁ ବାହା ହେଲେ ସ୍ୱାମୀ

ପାଟନା : ବିହାରର ଖାଗାରିଆ ଜିଲ୍ଲାରୁ ଆସିଛି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା । ପର ସ୍ୱାମୀ ପ୍ରେମରେ ପଡ଼ି ଫେରାର ହୋଇଗଲେ ସ୍ତ୍ରୀ । ସ୍ତ୍ରୀର ଏଭଳି କାଣ୍ଡ ଦେଖି ସ୍ୱାମୀ ମଧ୍ୟ ତାଙ୍କ ସ୍ତ୍ରୀଙ୍କୁ ବିବାହ କରିଛନ୍ତି । ସବୁଠୁ କୌତୁହଳ ବିଷୟ ହେଉଛି ୨ ମହିଳାଙ୍କ ନାମ ହେଉଛି ରୁବୀ ଦେବୀ । ଏହି…