ନୂଆଦିଲ୍ଲୀ: ଭକ୍ତଙ୍କ ପାଇଁ ଖୁସି ଖବର । ଜମ୍ମୁ-କଶ୍ମୀରରେ ବାର୍ଷିକ ଅମରନାଥ ଯାତ୍ରା ୨୦୨୧ ଲାଗି ଆସନ୍ତା ଏପ୍ରିଲ ପହିଲାରୁ ନାଁ ପଞ୍ଜିକରଣ ଆରମ୍ଭ ହେବ । ପହଲଗାମ ଓ ବାଲଟାଲର ରାସ୍ତାରୁ ଜୁନ ୨୮ରୁ ଅଭିଯାନ ଆରମ୍ଭ ହେବ ଏବଂ ଅଗଷ୍ଟ ୨୨ରେ ଶେଷ ହେବ । ଉଭୟ ରାସ୍ତା ପାଇଁ ପଞ୍ଜିକରଣ ସାରା ଦେଶରେ ୪୪୬ ବ୍ୟାଙ୍କା ଶାଖା ଜରିଆରେ ଏପ୍ରିଲ ୧ ତାରିଖ ଠାରୁ ଆରମ୍ଭ ହେବ । ବାବାଙ୍କ ଏହି ଗୁମ୍ଫା ୩୮୮୦ ମିଟରର ଉଚ୍ଚରେ ରହିଛି । ୧୩ ବର୍ଷରୁ କମ ଓ ୭୫ ବର୍ଷରୁ ଊର୍ଦ୍ଧ୍ୱ ନାଗରିକ ଯାତ୍ରା କରିପାରିବେ ନାହିଁ ।
BREAKING NEWS
- ରାଜ୍ୟସଭାରେ ଉତ୍ତେଜନା ସୃଷ୍ଟି କଲା ଖଡଗେଙ୍କ ଏପରି ମନ୍ତବ୍ୟ.. ରେକର୍ଡରୁ ମଧ୍ୟ ହଟାଇ ଦିଆଗଲା
- Koida Tragedy: କୋମଳମତି ଶିଶୁଙ୍କର ଦୁଃଖଦ ମୃତ୍ୟୁ; ନିର୍ମାଣାଧୀନ ପାଇଖାନା ଟାଙ୍କିରେ ପଡ଼ିଗଲେ ଦୁଇ ଭାଇ ଭଉଣୀ
- ସହରାଞ୍ଚଳ ବନ୍ୟା ମୁକାବିଲାକୁ ନେଇ ଆଲର୍ଟ ମୋଡ୍ରେ ସରକାର: ନଗର ଉନ୍ନୟନ ବିଭାଗ ଅଧିକାରୀଙ୍କ ଛୁଟି ବାତିଲ, ପ୍ରସ୍ତୁତ ହେଉଛି ନୂଆ ଡ୍ରେନେଜ୍ ମାଷ୍ଟର ପ୍ଲାନ୍
- ଆସନ୍ତା ଦୀପାବଳି ସୁଦ୍ଧା ମହାନଦୀ ଜଳ ବିବାଦ ସମାଧାନ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
- ରାଜଧାନୀରେ ପରକୀୟା ପ୍ରେମର କରୁଣ ପରିଣତି: ସ୍ତ୍ରୀକୁ ବିଷ ଇଞ୍ଜେକସନ୍ ଦେଇ ହତ୍ୟା କରିଥିବା ସ୍ୱାମୀ ଓ ପ୍ରେମିକାଙ୍କୁ ଆଜୀବନ ଜେଲ୍
- ଲାଞ୍ଚ ମାମଲାରେ ପୂର୍ବତନ ଏଏସ୍ଆଇଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡ
- ମୁସଲିମ ଛାତ୍ରଙ୍କୁ ପଛରେ ପକାଇ ଦେଇଛନ୍ତି ମୁସଲିମ ଛାତ୍ରୀ: ୫ ବର୍ଷ ମଧ୍ୟରେ କେତେ ପରିବର୍ତ୍ତନ ହୋଇଛି ଭାରତର ଶିକ୍ଷା ବ୍ୟବସ୍ଥା?
- ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ, ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିଲେ
- କମନୱେଲଥ ଗେମ୍ସ ୨୦୨୬: ଜାଭେଲିନ୍ ଥ୍ରୋ ଫାଇନାଲରେ ଭାରତର ତିନି ଆଥଲେଟ
- ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ୫ ଜିଲ୍ଲାରେ ୬ ଲକ୍ଷରୁ ଅଧିକ ପ୍ରଭାବିତ, ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ
Comments are closed.