ମୁମ୍ବାଇ: ବଲିଉଡ୍ର ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଅଲିଅଳି ଝିଅ ଜାହ୍ନବୀ କପୁର ଏବେ ଟଲିଉଡ଼ରେ ଡ଼େବ୍ୟୁ କରିବାକୁ ଯାଉଛନ୍ତି ।ଏକାଧିକ ପ୍ରୋଜେକ୍ଟ ନେଇ ବ୍ୟସ୍ତ ଥିବା ଜାହ୍ନବୀ ଖୁବ୍ଶୀଘ୍ର ସାଉଥ୍ ସୁପରଷ୍ଟାର ଜୁନିୟର ଏନ୍ଟିଆରଙ୍କ ସହ ନଜରକୁ ଆସିବେ । ଫିଲ୍ମର ଟାଇଟେଲ୍ ରହିଛି ‘ଏନ୍ଟିଆର ୩୦’ ଯାହାର ନିର୍ଦ୍ଦେଶନା ଦେଉଛନ୍ତି କୋରତାଲା ଶିବା । ଖୁବ୍ଶୀଘ୍ର ଏହି ଫିଲ୍ମର ଶୁଟିଂ ଆରମ୍ଭ ହେବ । ଏହି ଫିଲ୍ମ ଜୁନିୟର ଏନ୍ଟିଆରଙ୍କ ପାଇଁ ବିଗ୍ ବଜେଟ୍ର ମୁଭି । ଏହା ପୂର୍ବରୁ ଜାହ୍ନବୀ ମାଲାୟଲମ୍ ଥ୍ରିଲର ଫିଲ୍ମ ‘ହେଲେନ୍’ର ରିମେକ୍ ଫିଲ୍ମ ‘ମିଲି’ରେ ଅଭିନୟ କରିଥିଲେ । ଏଥିସହ ଚଳିତ ବର୍ଷ ଅଗଷ୍ଟ ରେ ରିଲିଜ୍ ହେବାକୁ ଥିବା ତେଲୁଗୁ ଫିଲ୍ମ ‘ଜନ ଗଣ ମନ’ରେ ଦେଖିବାକୁ ମିଳିବେ ଜାହ୍ନବୀ ।
BREAKING NEWS
- ଏଣିକି ମହିଳା କର୍ମଚାରୀଙ୍କୁ ମିଳିବ ପେଡ୍ ପିରିୟଡ୍ ଲିଭ୍
- ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍…
- ଡିସେମ୍ବର ୫ରୁ ୧୫; ବିମାନ ବାତିଲ ଉପରେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
- କୋହଲିଙ୍କ ଶତକ ଯୋଗୁ ବୃଦ୍ଧି ହେଲା ଟିକେଟ ବିକ୍ରି
- ରାଜ୍ୟରେ ଖାଲି ପଡିଛି ୧୦୦ ବିଇଓ ପଦବୀ
- Textbooks: ପ୍ରଥମରୁ ଦ୍ୱାଦଶ ଯାଏଁ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ…ପିଲା ପଢିବେ ନୂଆ ବହି
- ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ
- ବିମାନ ବାତିଲ ପାଇଁ ହଟହଟା ନବବିବାହିତ; ଭିସିରେ ଯୋଗଦେଲେ…
- ଜାତୀୟ ମୁଦ୍ରାରେ ନେଣଦେଣ କରିବା ଆଡ଼କୁ ଯାଉଛି ଭାରତ-ରୁଷ
- Suspended: ଥାନା ଅଧିକାରୀ ନିଲମ୍ବିତ, ନିକଟରେ ଇନ୍ସପେକ୍ଟରରୁ ଡିଏସପିକୁ ହୋଇଥିଲା ପଦୋନ୍ନତି
Comments are closed.