Latest Odisha News

BREAKING NEWS

ଜାପାନ ପାରାଲମ୍ପିକ୍ସ ୨୦୨୦: ରୌପ୍ୟ ଜିତିଲେ ପ୍ରମୋଦ ଭଗତ

ଭୁବନେଶ୍ୱର: ଟୋକିଓରେ ଗତ ରବିବାର ଦିନ ଅନୁଷ୍ଠିତ ହେଉଥିବା ଜାପାନ ପାରାଲମ୍ପିକ୍ସ ୨୦୨୦ର ପୁରୁଷ ଏକକ ବର୍ଗରେ ରୌପ୍ୟ ଜିତିଛନ୍ତି ଓଡିଶାର ପ୍ରମୋଦ ଭଗତ ।

BjdElectrycity

ଉକ୍ତ ମ୍ୟାଚରେ ପ୍ରମୋଦ ଇଂଲଣ୍ଡର ୱାଲ୍ଡ ନଂ-୨ ଡାନିଏଲ୍ ବିଥେଲଙ୍କ ନିକଟରୁ ୨୧-୧୬ ଓ ୨୧-୧୯ରେ ପରାସ୍ତ ହୋଇଥିଲେ ।

ଏହାପୂର୍ବରୁ ସେମି ଫାଇନାଳରେ ଇଣ୍ଡୋନେସିଆର ମାମନ ନୁର୍ଜାମନ ଏବଂ ଭାରତର ବିକ୍ରମ କୁମାରଙ୍କୁ ୨୧-୭ ଓ ୨୧-୧୭ ସେଟରେ ପରାସ୍ତ କରିଥିଲେ ପ୍ରମୋଦ ।

ଏନେଇ ପ୍ରମୋଦ ଟ୍ୱିଟ୍ କରି ଖୁସିବ୍ୟକ୍ତ କରିଛନ୍ତି ।

ବରଗଡ ଜିଲ୍ଲାର ଅତାବିରାରେ ଜନ୍ମିତ ପ୍ରମୋଦ ଭଗତ ମର୍ଯ୍ୟାଦାଜନକ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।

Leave A Reply

Your email address will not be published.