Latest Odisha News

BREAKING NEWS

Browsing Tag

Pramod Bhagat

ପ୍ରମୋଦ ଭଗତଙ୍କୁ ଖେଳରତ୍ନ ସମ୍ମାନ ଦଲେ ରାଷ୍ଟ୍ରପତି

ଦିଲ୍ଲୀ : ଓଡିଆ ପାରା ଅଲିମ୍ପିଆନ ପ୍ରମୋଦ ଭଗତଙ୍କୁ ମିଳିଲା ଖେଳରତ୍ନ ସମ୍ମାନ । ଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଖେଳରତ୍ନ ସମ୍ମାନ ଗ୍ରହଣ କରିଛନ୍ତି ପ୍ରମୋଦ ଭଗତ। ଶନିବାର ରାଷ୍ଟ୍ରପତି  ନୂଆଦିଲ୍ଲୀ ଭବନରେ ଖେଳାଳୀ ମାନଙ୍କୁ ପୁରଷ୍କାର ପ୍ରଦାନ କରିଛନ୍ତି । ଟୋକିଓ…

ସୁନାପୁଅ ପ୍ରମୋଦଙ୍କୁ ମିଳିବ ୬ କୋଟି ଟଙ୍କା ,ଗ୍ରୁଫ୍ ଏ ସରକାରୀ ଚାକିରୀ

ଭୁବନେଶ୍ୱର : ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କୁ ମିଳିବ ୬ କୋଟି ଟଙ୍କାର ପୁରଷ୍କାର ।ପୂର୍ବ ଘୋଷଣା ଅନୁସାରେ ୬ କୋଟି ଟଙ୍କା ଦେବେ ରାଜ୍ୟ ସରକାର । ତା ସହ ଗ୍ରୁପ ଏ ଲେବୁଲ ର ସରକାରୀ ଚାକିର ମିଧ୍ୟ ମିଳିବ। ସେ ଭୁବନେଶ୍ୱର ଆସିଲେ ମୁଖ୍ୟମନ୍ତ୍ରୀ ତାଙ୍କୁ ଏହି ପୁରଷ୍କାର…

ଜାପାନ ପାରାଲମ୍ପିକ୍ସ ୨୦୨୦: ରୌପ୍ୟ ଜିତିଲେ ପ୍ରମୋଦ ଭଗତ

ଭୁବନେଶ୍ୱର: ଟୋକିଓରେ ଗତ ରବିବାର ଦିନ ଅନୁଷ୍ଠିତ ହେଉଥିବା ଜାପାନ ପାରାଲମ୍ପିକ୍ସ ୨୦୨୦ର ପୁରୁଷ ଏକକ ବର୍ଗରେ ରୌପ୍ୟ ଜିତିଛନ୍ତି ଓଡିଶାର ପ୍ରମୋଦ ଭଗତ । ଉକ୍ତ ମ୍ୟାଚରେ ପ୍ରମୋଦ ଇଂଲଣ୍ଡର ୱାଲ୍ଡ ନଂ-୨ ଡାନିଏଲ୍ ବିଥେଲଙ୍କ ନିକଟରୁ ୨୧-୧୬ ଓ ୨୧-୧୯ରେ ପରାସ୍ତ ହୋଇଥିଲେ । ଏହାପୂର୍ବରୁ…

ବିଶ୍ୱ ପାରା ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍: ଓଡିଶା ଖେଳାଳୀ ପ୍ରମୋଦ ଭଗତଙ୍କ ସ୍ୱର୍ଣ୍ଣ ପଦକ ହାସଲ

ବେସଲ୍: ସୁଇଜରଲ୍ୟାଣ୍ଡ ଠାରେ ଖେଳାଯାଇଥିବା ବିଶ୍ୱ ପାରା ବ୍ୟାଡମିଣ୍ଟନ୍ ଚାମ୍ପିଅନସିପର ଡବଲ୍ସରେ ସ୍ୱର୍ଣ୍ଣ ହାତେଇଛନ୍ତି ଓଡିଶାର ପ୍ରମୋଦ ଭଗତ । ଏହି ଡବଲ୍ସରେ ପ୍ରମୋଦ ଭଗତଙ୍କ ସହ ତାଙ୍କ ସାଥୀ ଥିଲେ ମନୋଜ ସରକାର । ବିଶ୍ୱ ପାରା ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍ରେ ଦୁହେଁ ଫାଇନାଲ…