Latest Odisha News

BREAKING NEWS

ଜେଇଇ ମେନ୍ ପରୀକ୍ଷା: ଓଡିଶା ମୋ ପରିବାର ତରଫରୁ ହେଲ୍ପ ଡେସ୍କ

ଭୁବନେଶ୍ୱର: ଓଡିଶା ମୋ ପରିବାର ତରଫରୁ ସମସ୍ତ ଜେଇଇ ମେନ୍ ପରୀକ୍ଷା କେନ୍ଦ୍ର ଗୁଡିକରେ ‘ହେଲ୍ପ ଡେସ୍କ’ ପ୍ରସ୍ତୁତ କରାଯାଉଛି ।

BjdElectrycity

ଜେଇଇ ପରୀକ୍ଷା ସେପ୍ଟେମ୍ବର ୧ ରୁ ୬ ଏବଂ ସେପ୍ଟେମ୍ବର ୧୩ରେ ନେଟ୍ ପରୀକ୍ଷା ଅନୁଷ୍ଠିତ ହେବ।

ଓଡିଶା ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକ କହିଛନ୍ତି ଯେ ଏହି ୬ ଦିନ ଯାଏ ସ୍ୱେଚ୍ଛାସେବୀ ମାନେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ୩୦ମି. ଯାଏଁ ଏହି ହେଲ୍ପ ଡେସ୍କରେ ରହିବେ । ଯେପରି କୌଣସି ଛାତ୍ରଛାତ୍ରୀ ଓ ତାଙ୍କ ଅଭିଭାବକଙ୍କୁ ଅସୁବିଧା ନହେବ, ସେଥିପାଇଁ ପରୀକ୍ଷା କେନ୍ଦ୍ର ନିକଟରେ ସାନିଟାଇଜର, ପାଣି ବୋତଲ, ବିସ୍କୁଟ୍ ପ୍ୟାକେଟ୍ ଆଦି ଉପଲବ୍ଧ କରାଯିବ ।

ଏହାବ୍ୟତିତ ଓଡିଶା ମୋ ପରିବାର ତରଫରୁ ସମସ୍ତ ସହରରେ ଜଣେ ଜଣେ ବ୍ୟକ୍ତିଙ୍କୁ ଦାୟିତ୍ୱ ଦିଆଯାଇଛି । ପରୀକ୍ଷାର୍ଥୀ ତଥା ଅଭିଭାବକ ମାନେ ଆବଶ୍ୟକସ୍ଥଳେ ସେମାନଙ୍କ ସହ ଯୋଗାଯୋଗ କରିପାରିବେ ।

  • ଭୁବନେଶ୍ୱର- ରୁଦ୍ର ସାମନ୍ତରାୟ, ଯୋଗାଯୋଗ ନଂ- ୯୯୩୭୦୮୬୬୦୧
  • କଟକ- ପ୍ରଭାତ ରଂଜନ ବିଶ୍ୱାଳ (୯୪୩୭୨୨୫୪୨୩)/ ଦେବୀ ରଂଜନ ତ୍ରିପାଠୀ (୯୮୬୧୨୩୧୮୩୯)
  • ବାଲେଶ୍ୱର- ଆର.କେ ଜେନା -୯୯୩୭୦୯୯୫୫୯
  • ବ୍ରହ୍ମପୁର- ବିକ୍ରମ ପଣ୍ଡା (ବିଧାୟକ), ୯୪୩୭୦୭୧୦୯୧/ ରମେଶ ଚନ୍ଦ୍ର ଚାୟୁ ପଟ୍ଟନାୟକ- ୯୪୩୭୧୮୭୧୧୮/ ଶ୍ରୀକାନ୍ତ ସାହୁ ( ବିଧାୟକ) ୯୭୭୮୪୪୬୪୪୪
  • ସମ୍ବଲପୁର- ସିଦ୍ଧାର୍ଥ ଦାସ- ୯୪୩୭୦୫୧୭୧୧
  • ରାଉରକେଲା- କୁନା ବିହାରୀ ଦାସ- ୯୪୩୭୧୭୮୫୨୩
  • ଢେଙ୍କାନାଳ- ସୁଧୀର କୁମାର ସାମଲ (ବିଧାୟକ) ୯୪୩୭୦୫୮୨୫୪
  • ରଜତ ଅଗ୍ରୱାଲ- ୯୪୩୭୦୬୭୯୯୯
  • ଦେବୀ ସେଠି, ୭୪୮୫୮୦୪୫୮୫
  • ଅର୍ପିତ ଅରୁଣ ଦାସ- ୮୯୧୭୪୦୦୭୦୧
Leave A Reply

Your email address will not be published.