ଭୁବନେଶ୍ବର : ବଦଳିଲେ ଝାରପଡ଼ା ଜେଲ୍ ଅଧୀକ୍ଷକ । ଝାରପଡ଼ାର ଜେଲର ଅଧୀକ୍ଷକ ତିବା ସରୋଜ ବିଶ୍ବାଳଙ୍କୁ ଜେଲ୍ ଡିଜି ମୁଖ୍ୟାଳୟକୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଚୌଦ୍ବାର ଜେଲ୍ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁଙ୍କୁ ଝାରପଡ଼ା ଜେଲ୍ ଦାୟିତ୍ବ ଦିଆଯାଇଛି । ସରୋଜଙ୍କ ବିରୋଧରେ ଥିଲା ପ୍ରଶାସନିକ ଅଭିଯୋଗ । ବିଭାଗୀୟ ତଦନ୍ତ ଆଧାରରେ ତାଙ୍କୁ ବଦଳି କରାଯାଇଛି । ସରୋଜଙ୍କ ବଦଳି ନେଇ ସୂଚନା ଦେଇଛନ୍ତି ଜେଲ୍ ଡିଜି ସନ୍ତୋଷ ଉପାଧ୍ୟାୟ । ଗତ ୩ ମାସ ମଧ୍ୟରେ ଦ୍ବିତୀୟ ଥର ପାଇଁ ବଦଳିଲେ ଝାରପଡ଼ା ଜେଲ୍ ଅଧିକ୍ଷକ ।
BREAKING NEWS
- Trump Warns Iran Again: ଇରାନକୁ ଟ୍ରମ୍ପଙ୍କ ଖୋଲା ଧମକ, ୨୦ ଗୁଣା ଅଧିକ ହେବ ଆକ୍ରମଣ…
- Trump called Putin: ଯୁଦ୍ଧ ଭିତରେ ପୁଟିନଙ୍କୁ ଫୋନ୍ ଲଗାଇଲେ ଟ୍ରମ୍ପ
- ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ବହିକୁ ନେଇ କ୍ଷମା ମାଗିଲା NCERT
- ଶୀଘ୍ର ଶେଷ ହେବ ଇରାନ ଯୁଦ୍ଧ
- ବିସ୍ଫୋରଣରେ କମ୍ପି ଉଠିଲା ତେହେରାନ, ଲେବାନନରେ ୮୩ ଜଣ ଶିଶୁଙ୍କ ମୃତ୍ୟୁ
- ଗୁଣିଗାରେଡି ସନ୍ଦେହରେ ମାଡ଼ ଘଟଣାରେ ୧୦ ଗିରଫ
- ଆଜିଠାରୁ ରାଜ୍ୟରେ ବଢିବ ଦିନ ତାପମାତ୍ରା, ଆଗକୁ ରହିଛି ସୁପର ଏଲ୍ନିନୋ ଭୟ
- ଓଡ଼ିଶାରେ ଆୟୋଜିତ ହେବ ଫିଟ୍ ଇଣ୍ଡିଆ କାର୍ନିଭାଲ-୨୦୨୬
- Trump Urges Australia: ଇରାନ ମହିଳା ଫୁଟବଲ୍ ଦଳକୁ ଶରଣ ଦିଏ… ଟ୍ରମ୍ପ ଅଷ୍ଟ୍ରେଲିଆକୁ କାହିଁକି କଲେ ଅପିଲ?
- First time in History: ପ୍ରଥମ ଥର ଲାଗି ବ୍ଲୁ ଫ୍ଲାଗ୍ ବିଚରେ ଅଲିଭ ରିଡଲେ; ଦେଲା ୧୧୪ ଅଣ୍ଡା
Comments are closed.