ଝାରସୁଗୁଡା : ଝାରସୁଗୁଡା ଓଏସଏପି ଦ୍ୱିତୀୟ ବାଟାଲିୟନର ହାବିଲଦାର ନେପାଳର ରାମ ବାହାଦୂର ଗୁରୁଙ୍ଗ ୨୦ ଦିନରୁ ନିଖୋଜ ଅଛନ୍ତି । ଏନେଇ ଭଦ୍ରକ ଥାନାରେ ଏତଲା ଦିଆଯାଇଛି । ଅକ୍ଟୋବର ମାସରେ ଭଦ୍ରକ ଜିଲ୍ଲାକୁ ଡେପୁଟେସନରେ ଯାଇଥିଲେ ରାମ ବାହାଦୂର । ଘରକୁ ଫେରିବା ପାଇଁ ୨୬ ତାରିଖରେ ଭଦ୍ରକ କାର୍ଯ୍ୟାଳୟରୁ ସେ ଛୁଟି ନେଇଥିଲେ । ୨୭ ତାରିଖ ଶେଷ ଥର ପାଇଁ ପରିବାର ଲୋକଙ୍କ ସହିତ କଥା ହୋଇଥିଲେ । କିନ୍ତୁ ସେଦିନରୁ ସେ ଆଉ ଘରକୁ ଫେରିନାହାଁନ୍ତି । ଭଦ୍ରକ ପୋଲିସକୁ ଏଏସଏପି ଦ୍ୱିତୀୟ ବାଟାଲିୟନ କର୍ତ୍ତୃପକ୍ଷ ଏସମ୍ପର୍କରେ ଜଣାଇଥିଲେ । ଭଦ୍ରକ ପୋଲିସ ଏତଲାକୁ ଭିତ୍ତି କରି ଛାନଭିନ୍ କରୁଛି ।
BREAKING NEWS
- ଓଡ଼ିଆ ପକ୍ଷ-୨୦୨୬: ଏପ୍ରିଲ ୧ରୁ ୧୪ ଦିନ ଧରି ପାଳନ ହେବ
- ସରକାରଙ୍କ ବିରୋଧରେ ଗର୍ଜିଲେ ସବୁ ଦଳ
- ଚିଟଫଣ୍ଡ୍ ଟଙ୍କା ଫେରି ପାଇଲେଣି ୪ ଲକ୍ଷ ୨୭ ହଜାର ୪୮୭ କ୍ଷତିଗ୍ରସ୍ତ….
- ଭିଜିଲାନ୍ସ ଜାଲରେ ଟ୍ରେଜେରୀ ଅଫିସ୍ର ବରିଷ୍ଠ କିରାଣୀ
- ଜନଗଣନା ତଥ୍ୟ RTI ପରିସରଭୁକ୍ତ ନୁହେଁ
- Maoist Surrender:ମହିଳା ମାଓବାଦୀ ମୋଙ୍ଗଡ଼ିଙ୍କ ଆତ୍ମସମର୍ପଣ;ବାଙ୍କୋ ଖଣି ବିସ୍ଫୋରକ ଲୁଟ୍ ଘଟଣାରେ ଥିଲେ ଜଡିତ
- Nandankanan: ନନ୍ଦନକାନନକୁ ଆସିଲେ ଅତିଥି: ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁ ପ୍ରଜାତି ୧୭୯କୁ ବୃଦ୍ଧି
- ସମୁଦ୍ରରେ ବୁଡ଼ି ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ
- ବିଶ୍ୱରେ ତେଲ ପାଇଁ ସଂଘର୍ଷ ୧୯୭୩ ସଙ୍କଟର ହେବ କି ପୁନରାବୃତ୍ତି ?
- Gang Rape: ଲିଫ୍ଟ ଦେବା ଆଳରେ ରାଜଧାନୀରେ ମହିଳାଙ୍କୁ ଗଣଦୁଷ୍କର୍ମ, ୨ ଗିରଫ
Comments are closed.