Latest Odisha News

BREAKING NEWS

ବିଦ୍ୟାଳୟ ନିର୍ମାଣ ଲାଗି ୧ କୋଟି ଦେଲେ ଅଭିନେତା ଅକ୍ଷୟ କୁମାର

ନୂଆଦିଲ୍ଲୀ: ଅଭିନେତା ଅକ୍ଷୟ କୁମାର ଗୁରୁବାର ଦିନ ଜାମ୍ମୁ କାଶ୍ମୀରର ବନ୍ଦିପୋରା ଜିଲ୍ଲାର ଲାଇନ୍ ଅଫ୍ କଣ୍ଟ୍ରୋଲ୍ ଏଲ୍‌ଓସି ନିକଟରେ ଥିବା ଏକ ସୁଦୂର ଗ୍ରାମ ପରିଦର୍ଶନ କରିଥିଲେ। ଏହାସହିତ ସେଠାରେ ଥିବା ଏକ ସ୍କୁଲ୍ ନିର୍ମାଣ ଲାଗି ୧ କୋଟି ଟଙ୍କା ଦାନ ମଧ୍ୟ କରିଛନ୍ତି।

ଏ ନେଇ ସେ ତାଙ୍କ ଟୁଇଟରେ ସୂଚନା ପ୍ରଦାନ କରିଛନ୍ତି। ଗୁରୁବାର ଦିନ ସେ ବିଏସ୍‌ଏଫ୍‌ ଯବାନଙ୍କ ନାଚି ଗାଇ ଏକ ସ୍ମରଣୀୟ ମୁହୂର୍ତ୍ତ ବିତାଇଥିଲେ। ଏଠାକୁ ଆସି ପ୍ରକୃତ ହିରୋଙ୍କୁ ଭେଟିବା ମୋ ପାଇଁ ବେଶ୍‌ ସୌଭାଗ୍ୟଜନକ ବୋଲି ସେ ଉଲ୍ଲେଖ କରିଛନ୍ତି। ଏହାସହିତ ସେମାନଙ୍କୁ ସର୍ବଦା ସମ୍ମାନ ଦେବା ଉଚିତ ବୋଲି ମଧ୍ୟ କହିଛନ୍ତି। “

Leave A Reply

Your email address will not be published.