Latest Odisha News

BREAKING NEWS

Browsing Tag

akshya kumar

ଛତ୍ରପତି ଶିବାଜୀ ମହାରାଜଙ୍କ ଭୂମିକାରେ ନଜର ଆସିଲେ ଅକ୍ଷୟ କୁମାର

ନୂଆଦିଲ୍ଲୀ : ମରାଠି ଫିଲ୍ମକୁ ନେଇ ଚର୍ଚ୍ଚାକୁ ଆସିଲେ ବଲିଉଡ ଅଭିନେତା ଅକ୍ଷୟ କୁମାର । ଏହି ଫିଲ୍ମରେ ଛତ୍ରପତି ଶିବାଜୀ ମହାରାଜଙ୍କ ଭୂମିକାରେ ଅଭିନୟ କରିବେ ଖିଲାଡ଼ି ଷ୍ଟାର ଅକ୍ଷୟକୁମାର । ମରାଠି ଚଳଚ୍ଚିତ୍ର ନାଁ ରହିଛି ‘ଭେଦାତ୍‌ ମରାଠେ ଭୀର୍‌ ଦୌଦ୍‌ଲେ ସାତ୍‌’। ଅକ୍ଷୟ ନିଜ…

ଗୋର୍ଖା ଅବତାରେ ଆସୁଛନ୍ତି ବଲିଉଡ୍ ଷ୍ଟାର ଅକ୍ଷୟ କୁମାର

ମୁମ୍ବାଇ: ନନଷ୍ଟପ୍ ଫିଲ୍ମ କରିବାରେ ବେଶ ମାହିର ବଲିଉଡ ଖିଲାଡୀ ଅକ୍ଷୟ କୁମାର । ଏ କଥା ସେ ଥରେ କି ଦୁଇଥର ନୁହେଁ ବରଂ ବାରମ୍ବାର ପ୍ରମାଣିତ କରିଆସିଛନ୍ତି । ନିକଟରେ ଫିଲ୍ମ ବେଲ୍ ବେଟମ ରିଲିଜ୍ ହୋଇଥିଲାବେଳେ ଆଗାମୀ ଦିନରେ ଅକ୍ଷୟଙ୍କୁ ଜଣେ ଗୋର୍ଖା ମେଜର୍ ଜେନେରାଲ୍ ଭୂମିକାରେ ଦେଖିବାକୁ…

ବିଦ୍ୟାଳୟ ନିର୍ମାଣ ଲାଗି ୧ କୋଟି ଦେଲେ ଅଭିନେତା ଅକ୍ଷୟ କୁମାର

ନୂଆଦିଲ୍ଲୀ: ଅଭିନେତା ଅକ୍ଷୟ କୁମାର ଗୁରୁବାର ଦିନ ଜାମ୍ମୁ କାଶ୍ମୀରର ବନ୍ଦିପୋରା ଜିଲ୍ଲାର ଲାଇନ୍ ଅଫ୍ କଣ୍ଟ୍ରୋଲ୍ ଏଲ୍‌ଓସି ନିକଟରେ ଥିବା ଏକ ସୁଦୂର ଗ୍ରାମ ପରିଦର୍ଶନ କରିଥିଲେ। ଏହାସହିତ ସେଠାରେ ଥିବା ଏକ ସ୍କୁଲ୍ ନିର୍ମାଣ ଲାଗି ୧ କୋଟି ଟଙ୍କା ଦାନ ମଧ୍ୟ କରିଛନ୍ତି। ଏ ନେଇ ସେ…

ଅକ୍ଷୟଙ୍କ ‘ଲକ୍ଷ୍ମୀବମ୍‌’କୁ ବୟକଟ୍ କରିବାକୁ KRKଙ୍କ ନିବେଦନ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ‘ଲକ୍ଷ୍ମୀ ବମ୍‌’ । ଏହି ଫିଲ୍ମକୁ ନେଇ ଆସିଛି ସାଙ୍ଘାତିକ ଅଭିଯୋଗ । ଏହି ଅଭିଯୋଗ ଆଣିଛନ୍ତି ବିବାଦୀୟ ସେଲିବ୍ରିଟି କେଆର୍‌କେ । ସେ ଟ୍ୱିଟ୍ କରି ଖିଲାଡି ବୟ ଅକ୍ଷୟ କୁମାରଙ୍କୁ ଟାର୍ଗେଟ କରିଛନ୍ତି । ‘ଲକ୍ଷ୍ମୀ ବମ୍‌’…

ପୃଥ୍ୱୀରାଜ ପାଇଁ ପ୍ରସ୍ତୁତ ଅକ୍ଷୟ କୁମାର !

ମୁମ୍ବାଇ: କରୋନା କାଳରେ ପ୍ରଥମ ଅଭିନେତା ଭାବେ ଅକ୍ଷୟ କୁମାର ନିଜ ଫିଲ୍ମର ସୁଟିଂ ସାରିଥିଲେ । ଆଉ ଏବେ ପୁଣିଥରେ ଆଉ ଏକ ଫିଲ୍ମ ପାଇଁ ମୁମ୍ବାଇରେ ପ୍ରସ୍ତୁତିରେ ଚଳାଇଛନ୍ତି । ଆଗାମୀ ଦିନରେ ଫିଲ୍ମ ପୃଥ୍ୱୀରାଜର ସୁଟିଂରେ ଅକ୍ଷୟ ନଜର ଆସିବେ । ଅନ୍‌ଲକ୍ ପର୍ଯ୍ୟାୟ ପରେ ଅକ୍ଷୟ ଫୁଲ୍…

‘ବେଲ ବଟମ୍‌’ରେ ଅକ୍ଷୟଙ୍କ ପାୱାରଫୁଲ ଆକ୍ସନ

ମୁମ୍ବାଇ: ଆସିଲା ବଲିଉଡର ବହୁ ପ୍ରତିକ୍ଷିତ ଫିଲ୍ମ ‘ବେଲ ବଟମ୍‌’ର ଟିଜର । ୨୯ ସେକେଣ୍ଡର ଏହି ଟିଜର ସୋସିଆଲ ମିଡିଆରେ ଧମାକା କରିଛି । ଖିଲାଡି ବୟ ଅକ୍ଷୟ କୁମାରଙ୍କ ଏହି ଫିଲ୍ମର ଟିଜରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏଥିରେ ଅକ୍ଷୟଙ୍କ ନୂଆ ଲୁକ୍ ଦେଖିବାକୁ ମିଳିଛି । ୮୦ ଦଶକର…

ସୋସିଆଲ ମିଡିଆରେ ଭାଇରାଲ ଅକ୍ଷୟଙ୍କ ଫଟୋ !

ମୁମ୍ବାଇ: ଲଣ୍ଡନରେ ଅଛନ୍ତି ଖିଲାଡି ଷ୍ଟାର ଅକ୍ଷୟ । ଚାଲିଛି ଫିଲ୍ମ ବେଲ୍ ବଟମ୍‌ର ସୁଟିଂ । ହେଲେ ଭାରତରେ ତାଙ୍କ ଫଟୋ ଭାଇରାଲ୍ ହୋଇଛି । କରୋନା ମହାମାରୀ ଭିତରେ ପ୍ରଥମ ବଲିଉଡ କଳାକାର ଭାବେ ଅକ୍ଷୟ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି । ଫିଲ୍ମର ସୁଟିଂ ସ୍କଟଲ୍ୟାଣ୍ଡରେ ଚାଲିଥିଲାବେଳେ…

ଚର୍ଚ୍ଚାରେ ଫିଲ୍ମ ବେଲ୍ ବଟମ୍‌ରେ ଅକ୍ଷୟ ଓ ଲାରା ଦତ୍ତାଙ୍କ କିର୍ଦାର !

ମୁମ୍ବାଇ: ଲକ୍‌ଡାଉନ ପରେ ପ୍ରଥମ ବଲିଉଡ ଫିଲ୍ମ ଭାବେ ବେଲ୍ ବଟମ୍‌ର ସୁଟିଂ ଆରମ୍ଭ ହେବ । ଫିଲ୍ମର ପୂରା ଟିମ୍ ଲଣ୍ଡନ ଅଭିମୁଖେ ବାହାରିବେ । ଏଥିରେ ଲାରା ଦତ୍ତାଙ୍କୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମର ଲିଡ୍ ରୋଲରେ ନଜର ଆସିବେ…

ଅଗଷ୍ଟରେ ଆରମ୍ଭ ହେବ ‘ବେଲ ବଟମ୍‌’ର ସୁଟିଂ

ମୁମ୍ବାଇ: ଦେଶରେ କାୟା ମେଲାଇଛି କରୋନା । ଏଥିଲାଗି କଲେଜଠାରୁ ଆରମ୍ଭ କରି ସିନେମା ହଲ୍ ସବୁ କିଛି ବନ୍ଦ ରହିଛି । ତେବେ ଅନ୍‌ଲକ୍‌-୧ ଏବଂ ଅନ୍‌ଲକ୍‌-୨ରେ କିଛିଟା କୋହଳ ହୋଇଛି । ଫଳରେ ବନ୍ଦ ପଡିଥିବା ଫିଲ୍ମର ସୁଟିଂ ପୁଣି ଆରମ୍ଭ ହୋଇଛି । ବଲିଉଡର ଖିଲାଡି କୁମାର ଅକ୍ଷୟ କୁମାରଙ୍କ…

ଅବିକଳ ଅକ୍ଷୟଙ୍କ ଭଳି ଦେଖାଯାଉଛନ୍ତି ଏହି ବ୍ୟକ୍ତି, ସୋସିଆଲ ମିଡିଆରେ ଫଟୋ ଭାଇରାଲ୍ !

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରି ପ୍ରତି ରହିଛି ଅକ୍ଷୟଙ୍କ ଅନେକ ଅବଦାନ । ଦର୍ଶକଙ୍କୁ ବହୁତ ଗୁଡିଏ ହିଟ ଫିଲ୍ମ ଭେଟି ଦେଇ ସମସ୍ତଙ୍କ ଠାରୁ ପ୍ରଶଂସା ସାଉଁଟୁ ଥିବା ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାର ଖିଲାଡି କୁମାର ନାମରେ ବଲିଉଡରେ ବେଶ ପରିଚିତ । କେତେବେଳେ ବନ୍ୟା ପିଡୀତ ଲୋକଙ୍କୁ ସାହାଯ୍ୟର…