Latest Odisha News

ବିଜେଡିରେ ଯୋଗଦେଲେ ଜେଏମଏମ ଉପ ସଭାପତି ଶିବିୟାନ ଆଇଣ୍ଡ

ଭୁବନେଶ୍ୱର : ବିଜେଡିରେ ଯୋଗଦେଲେ ବୀରମିତ୍ରପୁର ରାଜ୍ୟ ଜେଏମଏମ ଉପ ସଭାପତି ଶିବିୟାନ ଆଇଣ୍ଡ  । ଆଜି ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ସେ ବିଜେଡିରେ ସାମିଲ୍ ହୋଇଥିଲେ । ଶିବିୟାନଙ୍କ ସହ ତାଙ୍କ ସମର୍ଥକ ମାନେ ମଧ୍ୟ ଆଜି ବିଜେଡିରେ ଯୋଗଦେଇଛନ୍ତି ।

ଶିବିୟାନ ମୁଖ୍ୟମନ୍ତ୍ରୀଙ୍କ ଶାଶନରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି ।ଆଜି ଏହି ମିଶ୍ରଣ ପର୍ବରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପ୍ରତି ରଞ୍ଜନ ଘଡାଇ,ରାଉରକେଲା ବିଧାୟକ ତଥ୍ୟା ଅନ୍ୟାନ୍ୟ ବିଜେଡି ନେତା ମାନେ ଉପସ୍ଥିତ ଥିଲେ ।

Comments are closed.