Latest Odisha News

BREAKING NEWS

ଫୁଲ ଡିମାଣ୍ଡରେ କାର୍ତିକ, ବାସୁ ଭଗନାନୀଙ୍କ ୩ ଫିଲ୍ମରେ ଅଭିନୟ କରିବେ !

ମୁମ୍ବାଇ: ବଲିଉଡର ଉଦୀୟମାନ ଅଭିନେତା କାର୍ତିକ ଆର୍ଯ୍ୟନ ଏବେ ଫୁଲ ଡିମାଣ୍ଡରେ ଅଛନ୍ତି । ପ୍ୟାର କା ପଂଚନାମାର ଏହି ଅଭିନେତାଙ୍କୁ  ପ୍ରଡ୍ୟୁସର ବାସୁ ଭଗନାନୀ ଏକତ୍ର ୩ଟି ଫିଲ୍ମ ଅଫର କରିଛନ୍ତି । ତେବେ କାର୍ତିକ ଏହି ଫିଲ୍ମ ସାଇନ କରିଛନ୍ତି କିମ୍ବା ନାହିଁ ତାହା ସ୍ପଷ୍ଟ ହୋଇନି । ପ୍ୟାର କା ପଂଚନାମା ଫିଲ୍ମ ମାଧ୍ୟମରେ କାର୍ତିକ ବଲିଉଡରେ ଚର୍ଚ୍ଚାକୁ ଆସିଥିଲା ।

ଏହା ପରେ ହଠାତ କରନ ଜୋହର ତାଙ୍କ ଫିଲ୍ମରୁ କାର୍ତିକ ବାହାର କରି ଦେଇଥିଲେ ଏହା ପରେ ତାଙ୍କ ବିରୋଧରେ ଷଡଯନ୍ତ୍ର ରଚା ଯାଉଥିବା ଆଶଙ୍କା କରାଯାଇଥିଲା । ଏବେ କାର୍ତିକଙ୍କ ହାତରେ ଧମାକା, ଭୁଲ ଭୁଲେୟା, ଫ୍ରେଡୀ, ଅଲ୍ଲାବୈକୁଣ୍ଠପୁରମଲୋର ହିନ୍ଦୀ ରିମେକ ଫିଲ୍ମ ରହିଛି ।

Leave A Reply

Your email address will not be published.