କଥାକୁହା ଫଟୋ: ବର୍ଷାଋତୁର ମେଘୁଆ ଆକାଶରେ ଘନ କଳା ବାଦଲର ଢେଉ…

ଭୁବନେଶ୍ୱର: ରାଜ୍ୟରେ ସ୍ୱଳ୍ପ ମୌସୁମୀ ଜନିତ ବୃଷ୍ଟିପାତ ହୋଇଥିଲେ ମଧ୍ୟ ଚାଷକାର୍ଯ୍ୟ ଆରମ୍ଭ ହୋଇଯାଇଛି । ଆଗାମୀ ଦିନରେ ଲଘୁଚାପ ଜନିତ ବୃଷ୍ଟିପାତକୁ ଅପେକ୍ଷା କରିଛନ୍ତି ଓଡ଼ିଶାର କୃଷକ । ଆସନ୍ତା କିଛିଦିନ ଧରି ଲଗାଣ ବର୍ଷାର ସମ୍ଭାବନା ରହିଥିବା ବେଳେ ଏବେ ଚାଷୀକୂଳ ଚାଷ ଲାଗି ବେଶ୍ ତତ୍ପର ।