ପୁରୀ: ପବିତ୍ର ପୁରୀ ସହରରେ ଓଡ଼ିଶାର ସର୍ବବୃହତ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାରାଷ୍ଟ୍ରର ‘ଶ୍ରୀ ସନ୍ଥ ଜନାର୍ଦ୍ଦନ ସ୍ୱାମୀ ଶଙ୍କର ସଂସ୍ଥା’ ପକ୍ଷରୁ ପ୍ରାୟ ୧,୦୦୦ରୁ ଅଧିକ ସ୍ୱେଚ୍ଛାସେବୀ ପୁରୀ ବେଳାଭୂମିରେ ସଫା-ସୁତରା କାର୍ଯ୍ୟକରି ସ୍ୱଚ୍ଛତା ବଜାୟ ରଖିଥିଲେ । ଦୀର୍ଘ ୫ କିଲୋମିଟର ବ୍ୟାପୀ ବାଲୁକା ବେଳାଭୂମିରେ ଏହି ସ୍ୱେଚ୍ଛାସେବୀମାନେ କୁଢକୁଢ ବର୍ଜ୍ୟବସ୍ତୁ ସଫା କରିଥିଲେ ।
BREAKING NEWS
- ଚୀନ୍ ପରି ଭାରତ ମଧ୍ୟ ତିଆରି କରୁଛି ନିଜର ‘ସୂର୍ଯ୍ୟ’, ଜାଣନ୍ତୁ କେତେ ଟଙ୍କା ହେଉଛି ଖର୍ଚ୍ଚ..
- ଜେଲ୍ରୁ ମୁକୁଳିବେନି ଦାରା ସିଂ ! ଆଗୁଆ ମୁକ୍ତି ଆବେଦନ ଖାରଜ କଲେ ରାଜ୍ୟ ଦଣ୍ଡ ସମିକ୍ଷା ବୋର୍ଡ
- ବହୁ ଚର୍ଚ୍ଚିତ ମହିଳା ବାଇକର ହିଟ୍ ଆଣ୍ଡ ରନ୍ ମାମଲା: ରାଜସ୍ଥାନରୁ ଅଭିଯୁକ୍ତ ଡ୍ରାଇଭର ଗିରଫ
- ହାଇଦ୍ରାବାଦର ‘ଗୋଲ୍ଡେନ ଗଣେଶ’; ୨୪ କ୍ୟାରେଟ ସୁନା ଓ ୩.୮୩ ଲକ୍ଷ ହୀରା
- ରାଜ୍ୟରେ ଲାଗୁ ହେବ ୟୁସିସି ! ବଦଳିବ ବହୁତ ନିୟମ, ସମସ୍ତଙ୍କୁ ମିଳିବ ସମାନ ଅଧିକାର
- ୨ ହଜାରରୁ ଅଧିକ UPI ନେଣଦେଣ କଲେ ଲାଗିବ କି ଚାର୍ଜ, ଜାଣନ୍ତୁ କଣ ରହିଛି ନୂଆ ନିୟମ…
- ଏଥିପାଇଁ ଓଡିଶାର ୧୦୬ ଏକର ଜମି ନେବ ଆନ୍ଧ୍ର !
- ଅକ୍ଟୋବରରେ ଓଡ଼ିଶା ଆସିପାରନ୍ତି ରାହୁଲ ଗାନ୍ଧି
- ପୁଣି ଡରାଇଲା ଅକ୍ଟୋବର! ୨୦ ରେ ଲଘୁଚାପ, ଆସୁଛି ୩ଟି ବାତ୍ୟା
- ଓପନ୍ ଏନକ୍ଲୋଜରକୁ ଯିବେ ୫ ଓରାଙ୍ଗଉଟାନ

Comments are closed.