ପୁରୀ: ଆଜି ପୁରୀରେ ମହାପ୍ରଭୁଙ୍କର ବାହୁଡ଼ାଯାତ୍ରା ଅନୁଷ୍ଠିତ ହେଉଛି । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଭିତରେ ତିନିରଥ ଆଜି ଶରଧାବାଲିର ଶ୍ରୀଗୁଣ୍ଡିଚା ମନ୍ଦିରରୁ ବଡ଼ଦାଣ୍ଡର ଶ୍ରୀମନ୍ଦିର ଆଡ଼କୁ ଗତି କରୁଛନ୍ତି । ଚତୁର୍ଦ୍ଧା ମୂର୍ତ୍ତି ଜନ୍ମବେଦୀରୁ ବାହାରି ରତ୍ନବେଦୀକୁ ଯାତ୍ରାରମ୍ଭ କରିଛନ୍ତି ।
BREAKING NEWS
- ବନ୍ୟଜନ୍ତୁ ଶିକାର ଅଭିଯୋଗ: ୪ ଗିରଫ
- ଆମ୍ବୁଲାନ୍ସ ପହଞ୍ଚିଲାନି, ଟ୍ରାକ୍ଟରରେ ଜନ୍ମହେଲା ଶିଶୁ କନ୍ୟା
- ଏଣିକି ନିଜ ଜିଲ୍ଲାରେ ରହିପାରିବେନି ବନ ଅଧିକାରୀ: ସରକାରଙ୍କ କଡ଼ା ନିର୍ଦ୍ଦେଶ
- କଳାବଜାରୀର ପର୍ଦ୍ଦାଫାଶ: ଏକ୍ସପାୟାର୍ଡ କସମେଟିକ୍ସ ଓ ଖାଦ୍ୟ ବିକୁଥିବା ବାପା-ପୁଅ ଗିରଫ
- ଇସ୍କନ୍ ରଥ ଯାତ୍ରା, ବାହୁଡ଼ା ଯାତ୍ରା ପାଇଁ ଭୁବନେଶ୍ବରରେ ଟ୍ରାଫିକ କଟକଣା..
- ସମ୍ୱଲପୁର ଜିଲ୍ଲା କୋର୍ଟକୁ ପୁଣି ବୋମା ଧମକ
- ଅନୁଗୋଳ କୋର୍ଟକୁ ବୋମା ଧମକ: ବଢିଲା ସୁରକ୍ଷା ବ୍ୟବସ୍ଥା, ଖୋଳତାଡ଼ ଜାରି
- OCCL ନିର୍ବାହୀ ଯନ୍ତ୍ରୀ ସଂଜୟ କିସପଟ୍ଟାଙ୍କ ଅମାପ ସମ୍ପତ୍ତି; ୪ ମହଲା ଲଜ୍ ଓ ୮ ପ୍ଲଟ..
- ଯୁବକଙ୍କୁ ମାଡ ମାରିବା ଭିଡିଓ ଭାଇରାଲ ଘଟଣା,ମୁଖ୍ୟ ଅଭିଯୁକ୍ତ ଗିରଫ
- ଦୁଇଟି ପ୍ରମୁଖ ଦାବି ନେଇ ଆମରଣ ଅନଶନରେ ବସିଲେ ଚାମେଲି ଓଝା
Comments are closed.