Latest Odisha News

BREAKING NEWS

କେରଳ ଫେରନ୍ତା ଜଣେ ବ୍ୟକ୍ତିଙ୍କ ସହ ଗଞ୍ଜାମରେ ୧୯ ଆକ୍ରାନ୍ତ

ବ୍ରହ୍ମପୁର: ଗଞ୍ଜାମରେ କରୋନା ପଜିଟିଭ ମାମଲା ୪୭କୁ ବୃଦ୍ଧି ପାଇଥିବା ବେଳେ ଗୁରୁବାର ଦିନ ଜିଲ୍ଲାରେ ୧୯ ଜଣ ନୂତନ ରୋଗୀଙ୍କୁ ଚିହ୍ନଟ କରାଯାଇଛି।

ସେମାନଙ୍କ ମଧ୍ୟରୁ ଜଣେ କେରଳ ଫେରନ୍ତା ହୋଇଥିବା ବେଳେ ଅନ୍ୟ ସମସ୍ତେ ସୁରଟରୁ ଫେରିଥିବା ନେଇ ଜଣାପଡ଼ିଛି।

ଏନେଇ ଶୁକ୍ରବାର ଦିନ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ କରାଯାଇଛି।

ଅଧିକ ପଢନ୍ତୁ- ରାଜ୍ୟରେ ମୋଟ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୨୪୫, ତିନିଟି ଜିଲ୍ଲାରେ କେବଳ ୧୫୨

ତେବେ ସମସ୍ତ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଥିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଅଧିକ ପଢନ୍ତୁ- ଗଞ୍ଜାମରେ ଦ୍ବିତୀୟ ସର୍ବାଧିକ କରୋନା ସକ୍ରିୟ ମାମଲା

Comments are closed.